fbpx

ବାଂଲାଦେଶ ହେଲା ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ଦେଶ: ଜାଣନ୍ତୁ କ’ଣ ରହିଛି ଅନ୍ୟ ଦେଶମାନଙ୍କ ସ୍ଥିତି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଏୟର ଷ୍ଟାଣ୍ଡାର୍ଡସ ଅନୁସାରେ ବିଶ୍ୱର ସବୁଠାରୁ ବେଶୀ ପ୍ରଦୂଷିତ ଦେଶ ପାଲଟିଛି ବାଂଲାଦେଶ । ଚାଡ୍ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିତିବା ବେଳେ ଚୀନ ୨୨ ନମ୍ବରରେ ଥିବା ଜଣାଯାଇଛି । ବିଶ୍ୱର ସବୁଠୁ ବେଶୀ ପ୍ରଦୂଷିତ ସହର ମଧ୍ୟରୁ ଦକ୍ଷିଣ ଏସିଆରୁ ରହିଛନ୍ତି ୧୫ ଟି ଦେଶ । ଏହାଠାରୁ ବି ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏଥିରେ ୧୦ ଟି ଭାରତୀୟ ସହର ରହିଛି ।

 जिनेवा. विश्व स्वास्थ्य संगठन (WHO) के एयर क्वालिटी स्टैंडर्ड्स पर बांग्लादेश सबसे प्रदूषित देश है. जबकि चाड दुनिया का दूसरा सबसे प्रदूषित देश है. चीन इस रैंकिंग में 22वें नंबर पर है. एक साल पहले चीन 14वें नंबर पर था. दुनिया के 15 सबसे ज्यादा प्रदूषित शहर सेंट्रल और दक्षिण एशिया में है. इनमें से 10 शहर भारत के हैं.

WHO ର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ବିଶ୍ୱର ସବୁଠାରୁ ବେଶୀ ପ୍ରଦୂଷିତ ସହର ପାଲଟିଛି । ଯାନବାହନ, କାରଖାନା ଏବଂ ଇଟା ଭାଟିରୁ ନିର୍ଗତ ଧୂଆଁ ଦେଶରେ ହେଉଥିବା ପ୍ରଦୂଷଣର ଏକ ବୃହତ କାରଣ ହୋଇ ଠିଆ ହୋଇଛି । କେବଳ ସେତିକି ନୁହେଁ, ସହରରେ ଉଡୁଥିବା ଧୂଆଁ ମଧ୍ୟ ପ୍ରଦୂଷଣର ଏକ ବଡ କାରଣ । କୌଣସି ସହରର PM2.5ର ସ୍ତର ସର୍ବାଧିକ ୫ ମାଇକ୍ରୋଗ୍ରାମ/କ୍ୟୁବିକ ରହିବା ଆବଶ୍ୟକ । ସେପଟେ ଏହି ରିପୋର୍ଟକୁ ଲକ୍ଷ୍ୟ କରି ଦୁନିଆରେ ଶୁଦ୍ଧ ବାୟୁମଣ୍ଡଳ ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି IQAirର ସିଇଓ ଫ୍ରାଙ୍କ ହମେନ୍ସ । ଅନ୍ୟ ପକ୍ଷରେ ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଦୁନିଆର ସର୍ବାଧିକ ପ୍ରଦୂଷିତ ସହର ପାଲଟିଛି । ଭାରତର ରାଜଧାନୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି ବାଂଲାଦେଶର ରାଜଧାନୀ ଢାକା । ଆଫ୍ରିକାରେ ଚାଡ୍ ର ରାଜଧାନୀ ନଜାମିନା ତୃତୀୟ ସ୍ଥାନରେ ରହିଥିବା ବେଳେ ତାଜିକିସ୍ତାନର ଦୁଶନବେ ଚତୁର୍ଥ ଏବଂ ଓମାନର ମସ୍କାଟ ପଞ୍ଚମ ସ୍ଥାନରେ ରହିଛି ।

 WHO के अनुसार किसी भी शहर में PM2.5 का स्तर 5 माइक्रोग्राम पर क्यूबिक मीटर से ज्यादा नहीं होना चाहिए. IQAir विश्व स्वास्थ्य संगठन के पीएम 2.5 पर जारी मानकों के अनुसार यह डेटा जारी करता है. इस रिपोर्ट में अमेरिका के 2,406 शहरों को शामिल किया गया है.

Get real time updates directly on you device, subscribe now.