fbpx

ବ୍ରହ୍ମପୁର: ଜିଲ୍ଲାପାଳ, ଏସ୍‌ପିଙ୍କ ଆଗରେ ବିଷ ପିଇ ଯୁବକ ଗୁରୁତ୍ତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବେଳେ ଜଣେ ଦିବ୍ୟଙ୍ଗ ଅଭିଯୋଗକାରୀ ବିଷ ପିଇଦେଇଛନ୍ତି। ଜମି ଡିମାର୍କେସନ ପାଇଁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କେହି ଶୁଣି ନଥିଲେ।

ସେ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ପରେ ମଧ୍ୟ ଗୁହାରି ନ ଶୁଣିବାରୁ ପିଇଲେ ବିଷ।ଦିଗପହଣ୍ଡି ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ବିଷ ପିଇଥିବା ଉଦ୍ଧାର କରି ଦିଗପହଣ୍ଡି ଥାନା ଭେନ ରେ ବସାଇ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।।

 

 

Get real time updates directly on you device, subscribe now.