fbpx

ଓଡ଼ିଶା କାଜୁ ନିଗମରେ ଅନେକ ପଦବୀ ଖାଲି ହେଲା, ଅଗଷ୍ଟ ୨୬ ପୂର୍ବରୁ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (ଓଏସସିଡିସି) ଲିମିଟେଡ ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ । ମୋଟ ୧୧ଟି ବର୍ଗରେ ଚାକିରି ବାହାରିଛି । ସମସ୍ତ ଚାକିରି ପାଇଁ ଅଲଗା ଅଲଗା ଦରମା ଓ ବୟସ ରହିଛି । ଏଥିରେ ଆବେଦନ କରିବାକୁ ହେଲେ ଜେନେରାଲ / ଏସଇବିସି ପ୍ରାର୍ଥୀଙ୍କୁ ୫ ଶହ ଟଙ୍କା ଫିସ୍ ଜମା କରିବାକୁ ପଡ଼ିବ ।

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୨୯.୦୭.୨୦୨୨

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୨୬.୦୮.୨୦୨୨

ଆପ୍ଲାଏ ଅନଲାଇନ୍- ରେଜିଷ୍ଟ୍ରେସନ ଲିଙ୍କ: https://oscdc.azurewebsites.net/index_controller_OSCDC/register#no-back-button

ଲଗ୍ ଇନ୍ ଲିଙ୍କ: https://oscdc.azurewebsites.net/index_controller_OSCDC/login#no-back-button

ଅଫିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2022/07/Notification-OSCDC-Limited-Various-Posts-Recruitment-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://oscdc.nic.in/

Get real time updates directly on you device, subscribe now.