fbpx

GAIL ତରଫରୁ ବାହାରିଲା ୨୮୨ଟି ଚାକିରି, ସେପ୍ଟେମ୍ବର ୧୫ ପୂର୍ବରୁ ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ) ତରଫରୁ ୨୮୨ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ଅନଲାଇନ ଆବେଦନର ଅନ୍ତିମ ତାରିଖ ଆସନ୍ତା ୧୫ ତାରିଖ ରହିଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ଗେଲ ତରଫରୁ ମୋଟ ୧୯ଟି ବର୍ଗରେ ଚାକିରି ବାହାରିଛି । ସମସ୍ତ ବର୍ଗ ପାଇଁ ବୟସ ଓ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ ଦଶମ/ ଦ୍ୱାଦଶ/ ଆଇଟିଆଇ/ ଡିପ୍ଲୋମା/ ଡିଗ୍ରୀ, ପିଜି କରିଥିବା ଆବଶ୍ୟକ ।

ଅନଲାଇନ ଆବେଦନ ଲିଙ୍କ: https://gailonline.com/CRApplyingGail.html

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/08/Notification-GAIL-Non-Executive-Posts.pdf

 

ସର୍ଟ ନୋଟିଫିକେସନ: https://img.freejobalert.com/uploads/2022/08/Notification-GAIL-Non-Executive-Vacancy.jpg

ଅଫିସିଆଲ ୱେବସାଇଟ: https://gailonline.com/

Get real time updates directly on you device, subscribe now.