• Likes
  • Followers
  • Subscribers
  • Followers
  • Android App
  • Monday, August 4, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • BoB Alert: ଆସନ୍ତା ୨୪ ସୁଦ୍ଧା ଜରୁରୀ କାମ ସାରି ଦିଅନ୍ତୁ, ନଚେତ୍ ଆକାଉଣ୍ଟ ବନ୍ଦ ହୋଇପାରେ

BoB Alert: ଆସନ୍ତା ୨୪ ସୁଦ୍ଧା ଜରୁରୀ କାମ ସାରି ଦିଅନ୍ତୁ, ନଚେତ୍ ଆକାଉଣ୍ଟ ବନ୍ଦ ହୋଇପାରେ

By Manas Pradhan On Mar 19, 2023 at 11:02 AM
Bob Alert
Share

ନୂଆଦିଲ୍ଲୀ: ଅନେକ ସମୟରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଖକୁ ଜରୁରୀ ମେସେଜ୍ ଆସିଥାଏ । ମାତ୍ର ବେଳେବେଳେ କିଛି ଗ୍ରାହକ ଏହାକୁ ଅଣଦେଖା କରିଦେଇଥାନ୍ତି । ତେବେ ଏହି ସାମାନ୍ୟ ଭୁଲ ପାଇଁ ପରବର୍ତ୍ତୀ ସମୟରେ ଗ୍ରାହକମାନେ ବଡ଼ ବଡ଼ ସମସ୍ୟାରେ ପଡ଼ି ଛଟପଟ ହୋଇଥାନ୍ତି । ତେବେ ଏହା ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ବିଓବି ପକ୍ଷରୁ ଜାରି ସୂଚନା ମୁତାବକ, ନିୟମ ନ ମାନିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ‘ନୋ ୟୋର କଷ୍ଟମର୍ସ’ (କେୱାଇସି) ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ସେମାନେ ଯଥାଶୀଘ୍ର ଏହି ଜରୁୀ କାମ ସାରି ଦିଅନ୍ତୁ । କେୱାଇସି କାମ ନ ସାରିଲେ ଗ୍ରାହକମାନେ ଆଗକୁ ବହୁ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି । ଏପରିକି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନିଷ୍କ୍ରିୟ ହୋଇପାରେ ।

ତେବେ ବର୍ଦ୍ଧିତ ଫ୍ରଡ ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ସମସ୍ତ ବ୍ୟାଙ୍କକୁ ସେଣ୍ଟ୍ରାଲ କେୱାଇସି କରାଇବା ପାଇଁ ପରାମର୍ଶ ଦେଇଥାଏ । ତେଣୁ ଆସନ୍ତା ୨୪ ତାରିଖ ସୁଦ୍ଧା ବ୍ୟାଙ୍କ ଗ୍ରାହକମାନେ କେୱାଇସି କାମ ସାରିଦେବା ଜରୁରୀ । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ନୋଟିଓ ଦେଇ ଓ ଏସଏମଏସ ପଠାଇ ଏନେଇ ସାବଧାନ କରାଯାଉଛି । ଗ୍ରାହକମାନେ ନିଜର ବ୍ୟାଙ୍କ ଶାଖାକୁ ଯାଇ ସମସ୍ତ ଡକ୍ୟୁମେଣ୍ଟ ଜମା କରି ଏହି ପ୍ରକ୍ରିୟା ସମାପ୍ତ କରିପାରିବେ । ପୂର୍ବରୁ ଗ୍ରାହକଙ୍କୁ ଅଲଗା ଅଲଗା କାମ ପାଇଁ କେୱାଇସି କରିବାକୁ ପଡ଼ୁଥିଲା । ମାତ୍ର ଏବେ ସିକେୱାଇସି କରିବା ପରେ ଆଉ ବାରମ୍ବାର ବାରମ୍ବାର ଆବଶ୍ୟକ ହେଉ ନାହିଁ । ସିକେୱାଇ ଜରିଆରେ ବ୍ୟାଙ୍କମାନେ ନିଜର ଗ୍ରାହକଙ୍କ ଡାଟା ଡିଜିଟାଲ ଫର୍ମାଟରେ ନିଜ ପାଖରେ ସେଭ୍ କରି ରଖିଥାନ୍ତି ।

ଆହୁରି ପଢନ୍ତୁ

True Love; କୋଳରେ ପ୍ରେମିକାକୁ ଧରି ପାଣିଭରା…

FM ଛାତ୍ରୀ ଜଲିଯିବା ଘଟଣା, ଦେହରେ ନିଆଁ…

Share

Prev Post

ଶିଶୁକୁ ଜନ୍ମ ଦେବା ପରେ ମଧ୍ୟ ମହିଳା କର୍ମଚାରୀଙ୍କୁ ଦିଆଯିବ ମାତୃତ୍ୱ ଛୁଟି, ହାଇକୋର୍ଟର ଆଦେଶ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

Next Post

Inluenza Virus: H3N2 ଭୂତାଣୁ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ଡାଏଟ୍ ରେ ସାମିଲ କରନ୍ତୁ ଏହି ଖାଦ୍ୟ

You might also like More from author
Featured

True Love; କୋଳରେ ପ୍ରେମିକାକୁ ଧରି ପାଣିଭରା ରାସ୍ତା ପାର ହେଉଛି ପ୍ରେମିକ

Breaking News

FM ଛାତ୍ରୀ ଜଲିଯିବା ଘଟଣା, ଦେହରେ ନିଆଁ ଲଗାଇବାରେ ସହଯୋଗ କରିଥିବା ୨ ଛାତ୍ର ଗିରଫ

Breaking News

Breaking: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର, ଶେଷ ଦର୍ଶନ ପାଇଁ…

Breaking News

India vs England 5th test Day 4: ମ୍ୟାଚ୍ ବନ୍ଦ କଲା ବର୍ଷା..ଚତୁର୍ଥ ଦିନର ଖେଳ ଶେଷ,…

Breaking News

DA Hike: ଏହି ତାରିଖ ପୂର୍ବରୁ କର୍ମଚାରୀମାନଙ୍କୁ ମିଳିପାରେ ଖୁସି ଖବର, ଦରମାରେ ହେବ ବମ୍ପର…

Featured

Harry Brook Century: ହ୍ୟାରି ବ୍ରୁକଙ୍କ ଦମଦାର ଶତକ, ଓଭାଲ ଟେଷ୍ଟରେ ଟିମ୍ ଇଣ୍ଡିଆକୁ 92…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଏଣିକି ରାତିରେ ଅଫିସରେ କାମ କରିବେ ମହିଳା,…

୮୧ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କଲେ…

ପ୍ରେମ ଜୀବନରେ ଆସିବ ମୋଡ଼, ଏହି ୪ ରାଶିଙ୍କୁ…

ପୁଣି ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଭୟଙ୍କର…

True Love; କୋଳରେ ପ୍ରେମିକାକୁ ଧରି ପାଣିଭରା…

ପାଟିରେ ବିସ୍କୁଟ, ମୁହଁରେ ଫେଣ, ହସ୍ପିଟାଲ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

True Love; କୋଳରେ ପ୍ରେମିକାକୁ ଧରି ପାଣିଭରା…

FM ଛାତ୍ରୀ ଜଲିଯିବା ଘଟଣା, ଦେହରେ ନିଆଁ…

Breaking: ଭୁବନେଶ୍ୱର ବିମାନବନ୍ଦରରେ…

India vs England 5th test Day 4: ମ୍ୟାଚ୍…

Prev Next 1 of 27,488
© 2025 - TK Digital All Rights Reserved.