fbpx

ଭୁବନେଶ୍ୱରରୁ ଦୁବାଇକୁ ଉଡିଲା ଇଣ୍ଡିଗୋ ବିମାନ: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡିଶା ପାଇଁ ଆଜି ଆଉ ଏକ ଇତିହାସ ଲେଖାଯାଇଛି । ରାଜଧାନୀ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ଉଡାଣ ଭରିଛି । ଏହି ବିମାନର ପ୍ରଥମ ଯାତ୍ରାରେ କ୍ରୁ ମେମ୍ବରଙ୍କ ସହ ମୋଟ ୧୭୦ ଜଣଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ଏହି ବିମାନ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ଏଣିକି ଭୁବନେଶ୍ୱରରୁ ସିଧା ଦୁବାଇକୁ ଯାତ୍ରା କରିପାରିବେ ଯାତ୍ରୀ ।

Get real time updates directly on you device, subscribe now.