fbpx

୭୦ ବର୍ଷ ପରେ ଅନ୍ତର୍ଜାତୀୟ ସ୍ତରରେ ମିଳିଲା ମାନ୍ୟତା, ୨୦୧୩ରେ ଓଡ଼ିଶା ସରକାର ଘୋଷଣା କରିଥିଲେ ଷ୍ଟେଟ ଫିସ୍

ଭୁବନେଶ୍ୱର: ଓଡ଼ିଶାର ୭୦ ବର୍ଷ ପୁରୁଣା ମାଛକୁ ମିଳିବ ମାନ୍ୟତା। ମହାନଦୀର ମହାସିର ଓଡ଼ିଶାର ଷ୍ଟେଟ ଫିସ୍ ବା ରାଜ୍ୟ ମାନ୍ୟତାପ୍ରାପ୍ତ। କିନ୍ତୁ ଚିହ୍ନଟ ହେବାର ୭୦ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଗତ ରାଜ୍ୟ ମାନ୍ୟତାପ୍ରାପ୍ତ ମାଛ ବା ଷ୍ଟେଟ ଫିସ ଘୋଷଣା ମାନ୍ୟତା ମିଳିପାରି। ଯଦିଓ ୨୦୧୩ରେ ଓଡ଼ିଶା ସରକାର ଏହାକୁ ଜୁଲୋଜିକା ରାଜ୍ୟ ମାନ୍ୟତାପ୍ରାପ୍ତ ମାଛ ବା ଷ୍ଟେଟ ଫିସ ଘୋଷଣା କରିଥିଲେ, କିନ୍ତୁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ତାହା ସ୍ବୀକୃତ ହୋଇନଥିଲା। ଏହାକୁ ବିହାରର ଜର୍ଣାଲରେ ମୋସାଲ(ଟର ମୋସାଲ ମହାନଦୀକସ)ମାଛ ଆନ୍ତର୍ଜାତିକ ଭାବେ ଗଣନା କରାଯାଉଥିଲା।

ତେବେ ଅରୁଣାଚଳ ପ୍ରଦେଶର ଇଟାନଗରରେ ଅବସ୍ଥାପିତ ବଲାଙ୍ଗିରର ପ୍ରାଣୀ ବିଜ୍ଞାନୀ ପାଇଥିବା ପ୍ରଫେସର ଡ. ପ୍ରଶାନ୍ତ ନନ୍ଦ ଓ ତାଙ୍କ ସହଯୋଗୀ ଡ. ଜୟରାଜ ଆଣ୍ଟୋନୀ, ଡ. ସ୍ନେହା ଶିବାନୀମାନେ, ବିଷ୍ଣୁପ୍ରିୟା କୋଲିପକାମ ଗବେଷଣା କରି ଇଣ୍ଟରନ୍ୟାସନାଲ କୋଡ୍ ଫର୍ ଜୁଲୋଜିକାଲ ନେମାନକ୍ଲେଚର(ଆଇସିଜେଡଏନ) ନିୟାମକ ଅନୁସାରେ ଏକ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି। ଯାହା ଆମେରିକାର ଜର୍ଣ୍ଣାଲରେ ପ୍ରକାଶିତ ହେବା ପରେ ଆନ୍ତର୍ଜାତିକସ୍ତରରେ ସ୍ବୀକୃତି ପାଇଁ ପଥ ପରିଷ୍କାର କରିଛି। ଏହାଦ୍ଵାରା ୭୦ ବର୍ଷ ପରେ ପରିଚୟ ପାଇଥିବା ମହାସିର ମାଛର ସଂରକ୍ଷଣ ଓ ଗବେଷଣା ତଥା ବଂଶ ବିସ୍ତାର ପାଇଁ ନୂଆ ଆଶା ସଂଚାର ହୋଇଛି।

ସୂଚନାଯୋଗ୍ୟ ଯେ ୧୯୫୩ ମସିହାରେ କେରଳର ଜଣେ ଗବେଷକ ଏ. ଡେଭିଡ ଏହାକୁ ୬ ଭାବେ ପ୍ରଥମେ ମହାନଦୀ ଅବବାହିକାରେ ଚିହ୍ନଟ କରିଥିଲେ। କିନ୍ତୁ ଡେଭିଡଙ୍କ ଗବେଷଣା ବିହାର ରାଜ୍ୟ ଉପରେ ଡଏନ) ଆଧାରିତ ଥିବାରୁ ସେ ଏହାକୁ ଟର ମୋସାଲ ପ୍ରସ୍ତୁତ ମହାନଦୀକସ ମାଛ ଭାବେ ନାମିତ କରିଥିଲେ । ମହାସିର ଓଡ଼ିଶାର ମାଛ ହେଲେ ହେଁ ଏହାକୁ ହାସିରକୁ ବିହାରର ମୋସାଲ ଭାବେ ବିବେଚନା କରାଯାଉଥିଲା।

 

Get real time updates directly on you device, subscribe now.