fbpx

ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା କଲେ ଆରଟିଓ ଅଧିକାରୀ

ଭୁବନେଶ୍ଵର: ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା । ଏନେଇ ସହିଦନଗର ଥାନାରେ ଏତଲା କଲେ ଆରଟିଓ-୧ ଅଧିକାରୀ । ଭୁବନେଶ୍ୱର ସହରରେ ବେଆଇନ ଗାଡ଼ି ଚଳାଇବା ଉପରେ ହୋଇଛି ଅଭିଯୋଗ । ଏଗ୍ରିଗେଟର ଲାଇସେନ୍ସ ନ କରି ଗାଡ଼ି ଚଳାଯାଉଥିବା ନେଇ ଅଭିଯୋଗ ଆଣିଲେ ଆରଟିଓ-୧ ଅଧିକାରୀ । ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ନେଇ ଏତଲାରେ ହୋଇଛି ଉଲ୍ଲେଖ ।

Get real time updates directly on you device, subscribe now.