fbpx

ସରକାରୀ କର୍ମଚାରୀଙ୍କୁ ମିଳିଲା ପୂଜା ଭେଟି : ୪% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଲା । ମହଙ୍ଗା ଭତ୍ତା ୪% ବୃଦ୍ଧି କରାଇଲେ ରାଜ୍ୟ ସରକାର । ୪% ବୃଦ୍ଧି କରାଇବା ପରେ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ହୋଇଛି । ଏଥିଯୋଗେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦିଆଯିବ । ପରେ ହୁଲାଇ ୧ ତାରିଖରୁ ଏହା ଲାଗୁ ହେବ । ଏହି ମହଙ୍ଗା ଭତ୍ତାରେ ସାଢେ ଚାରି ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ଏହି ଭତ୍ତାରେ ସାଢ଼େ ତିନି ଲକ୍ଷ ପେନସନ ଭୋଗୀ ବି ଉପକୃତ ହେବେ ।

Get real time updates directly on you device, subscribe now.