fbpx

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବସ୍‌ ଧର୍ମଘଟ ସ୍ଥଗିତ ରଖିଲା ମାଲିକ ସଂଘ

AAKASH

ଭୁବନେଶ୍ଵର (ଓଡ଼ିଶା ଭାସ୍କର) ରାଜ୍ୟରେ ବସ୍‌ ଧର୍ମଘଟ ସ୍ଥଗିତ ରଖିଲା ମାଲିକ ସଂଘ..ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା । ପୂଜା ପାଇଁ ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜିଠୁ ସାରା ରାଜ୍ୟରେ ଚାଲିବ ବସ୍ । ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ । ବସ୍ ମାଲିକ ସଂଘ ପକ୍ଷରୁ ପ୍ରେସମିଟ୍ । ପ୍ରେସ୍‌ମିଟ୍‌ କରି ସୂଚନା ଦେଲେ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ।

ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ସ୍ଥଗିତ । ‘ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ । ଆସନ୍ତା 26 ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ’ ।

Get real time updates directly on you device, subscribe now.