fbpx

ଏହି ୩ ଅଭ୍ୟାସ ଥିଲେ ଜୀବନରେ କେବେବି ହୋଇପାରିବେନି ସୁଖୀ

ଶ୍ୱରଙ୍କ ଶରଣରେ ଯାଇ ପ୍ରତି ବ୍ୟକ୍ତି ନିଜ ପାଇଁ ସୁଖର କାମନା ହିଁ କରିଥାଏ । କିନ୍ତୁ ୩ ପ୍ରକାର ଲୋକଙ୍କ ଜୀବନରେ ସୁଖ କେବେ ବି ଅଧିକ ସମୟ ରହିପାରେ ନାହିଁ ।
ବ୍ୟଭିଚାରୀ: ବ୍ୟଭିଚାରୀ ସେହିମାନେ ହୋଇଥାନ୍ତି ଯେଉଁମାନେ ନିଜ ପତ୍ନୀ କିମ୍ବା ପ୍ରେମିକାଙ୍କୁ ଛାଡି ଅନ୍ୟ କାହା ସହ ସମ୍ବନ୍ଧ ରଖିଥାନ୍ତି । ଏପରି ବ୍ୟକ୍ତି ସେମାନଙ୍କ ଜୀବନରେ କେବେ ବି ସୁଖରେ ରହିପାରି ନ ଥାନ୍ତି ।
ଦୂରାଚାରୀ: ଦୂରାଚାରୀ ବା ଦୁଃଶ୍ଚରିତ୍ର ଲୋକମାନେ ଜୀବନରେ କେବେ ସୁଖରେ ରହିପାରନ୍ତି ନାହିଁ । ଏମାନଙ୍କ ଜୀବନରେ ସୁଖ ଆସିଲେ ବି ତାହା ବହୁତ କ୍ଷଣସ୍ଥାୟୀ ହୋଇଥାଏ ।
ଅତ୍ୟାଚାରୀ:ଅନ୍ୟ ଉପରେ ଅତ୍ୟାଚାର କରୁଥିବା ଲୋକମାନେ ମଧ୍ୟ ଜୀବନରେ କେବେ ସୁଖରେ ରହିପାରନ୍ତି ନାହିଁ । ଏଣୁ ଅନ୍ୟକୁ ଯାତନା ଦେଇ ପାପ ମୁଣ୍ଡାଇବା ଅନୁଚିତ ।
ଶାସ୍ତ୍ର କହେ ମାନବର ସବୁ କର୍ମ ଉପରେ ଈଶ୍ୱରଙ୍କ ନଜର ରହିଛି । ଯେଉଁଦିନ କାଳର ନଜର ପଡିବ ସବୁ ଦୁୃଷ୍କର୍ମର ଫଳ ମିଳିଯିବ ।

Get real time updates directly on you device, subscribe now.