• Likes
  • Followers
  • Subscribers
  • Followers
  • Android App
  • Saturday, August 2, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଏତେ ଅଧିକ ରିଟର୍ଣ୍ଣ ମିଳୁଛି? ୬ଟି ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ଦେଉଛନ୍ତି ୮ ପ୍ରତିଶତ ସୁଧ

ଏତେ ଅଧିକ ରିଟର୍ଣ୍ଣ ମିଳୁଛି? ୬ଟି ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ଦେଉଛନ୍ତି ୮ ପ୍ରତିଶତ ସୁଧ

By Manas Pradhan Last updated Dec 19, 2023 at 8:05 AM
Savings Account
Share

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ଆଶାରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ସାଧାରଣ ଭାବେ ସେଭିଙ୍ଗସ ଆକାଉଣ୍ଟଧାରୀଙ୍କୁ ସ୍ଥାୟୀ ଜମା (ଏଫଡି) ଅପେକ୍ଷା କମ୍ ସୁଧ ମିଳିଥାଏ । ତେବେ କିଛି ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ହାଇ ରିଟର୍ଣ୍ଣ ଦେଉଛନ୍ତି । ଗ୍ରାହକମାନେ ଏ ବାବଦରେ ଅଧିକ ତଥ୍ୟ ଜାଣିବା ନିହାତି ଜରୁରୀ । ଆପଣମାନେ ଏହିସବୁ ବ୍ୟାଙ୍କରେ ସେଭିଙ୍ଗସ ଆକାଉଣ୍ଟ ଖୋଲି ୮ ପ୍ରତିଶତ ସୁଧ ପାଇ ପାରିବେ ।

୧- ଡିସିବି ବ୍ୟାଙ୍କ: ଏହି ବ୍ୟାଙ୍କ ୧୦ ଲକ୍ଷରୁ ଅଧିକ ଓ ୨ କୋଟିରୁ କମ୍ ବାଲାନ୍ସ ଉପରେ ଗ୍ରାହକଙ୍କୁ ୮ ପ୍ରତିଶତ ସୁଧ ଦେଉଛି । ବ୍ୟାଙ୍କ ୧୦ କୋଟି ଠାରୁ ଅଧିକ ଓ ୨୦୦ କୋଟିରୁ କମ୍ ବାଲାନ୍ସ ଉପରେ ୭.୭୫ ପ୍ରତିଶତ ସୁଧ ଅଫର କରୁଛି ।

୨- ଆଇଡିଏଫସି ଫାଷ୍ଟ ବ୍ୟାଙ୍କ: ଏହି ବ୍ୟାଙ୍କ ୫ ଲକ୍ଷରୁ ଅଧିକ ଓ ୨୫ କୋଟିରୁ କମ୍ ବାଲାନ୍ସ ଉପରେ ୭ ପ୍ରତିଶତ ସୁଧ ହେଉଛି । ବ୍ୟାଙ୍କ ୩ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅଫର କରୁଛି । ଗତ ଅକ୍ଟୋବର ମାସରୁ ଏହି ନୂଆ ଦର ଲାଗୁ ହୋଇଯାଇଛି ।

ଆହୁରି ପଢନ୍ତୁ

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି…

୩- ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୧୦ ଲକ୍ଷରୁ ଅଧିକ ଓ ୫ କୋଟିରୁ କମ୍ ବାଲାନ୍ସ ଉପରେ ୭.୫୦ ପ୍ରତିଶତ ସର୍ବାଧିକ ସୁଧ ଅଫର କରୁଛି । ଗତ ନଭେମ୍ବର ମାସ ୧୩ ତାରିଖରୁ ଏହା ଲାଗୁ ହୋଇଛି ।

୪- ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୫ ଲକ୍ଷରୁ ଅଧିକ ବାଲାନ୍ସ ଉପରେ ୭.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ସେଭିଙ୍ଗସ ଆକାଉଣ୍ଟରେ ୩.୫ରୁ ୭.୫ ପ୍ରତିଶତ ସୁଧ ମିଳୁଛି । ଏହି ସୁଧ ହାର ଗତ ନଭେମ୍ବର ମାସ ୨୦ରୁ ଲାଗୁ ହୋଇଯାଇଛି ।

୫- ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ଦ୍ୱାରା ୩.୫ରୁ ୭.୨୫ ପ୍ରତିଶତ ସୁଧ ଅଫର କରାଯାଉଛି । ୧ କୋଟିରୁ ୫ କୋଟି ପର୍ଯ୍ୟନ୍ତ ବାଲାନ୍ସ ଉପରେ ଏହି ସୁବିଧା ମିଳୁଛି । ସେପ୍ଟେମ୍ବର ୧୧ଠାରୁ ଏହା ଲାଗୁ ହୋଇଛି ।

୬- ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୨୫ ଲକ୍ଷରୁ ଅଧିକ ଓ ୧୦ କୋଟିରୁ କମ୍ ବାଲାନ୍ସ ଉପରେ ୩.୫ ପ୍ରତିଶତରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ଚଳିତ ମାସ ପହିଲାରୁ ଏହି ନୂଆ ଦର ଲାଗୁ ହୋଇଛି ।

Share

Prev Post

ଆଜି ଦ୍ୱିତୀୟ ଦିନିକିଆ ମୁକାବିଲା: ସିରିଜ ଲକ୍ଷ୍ୟରେ ଭାରତ

Next Post

ଆଜି ଇଣ୍ଡିଆ ମେଣ୍ଟର ଦିଲ୍ଲୀ ବୈଠକ: ସିଟ୍ ଭାଗବଣ୍ଟାକୁ ନେଇ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ

You might also like More from author
Breaking News

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

Featured

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି ଦେଲେ ପୋଲିସ ବାବୁ, ଭୂତ-ପ୍ରେତ କଥା କହି ନଦୀରେ…

Breaking News

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Featured

ପ୍ରେମ ପାଇଁ ଶୁଭ ମାସ; ପୁରୁଣା ପ୍ରେମ ଫେରିପାଇବା ସହିତ ଫିଟିବ ବାହାଘର ଯୋଗ

Featured

ଲୁଚି ଲୁଚି ଝିଅ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ଭାଇରାଲ କରୁଥିଲା, ଏବେ ବନ୍ଧାହେଲା

Astrology

ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଅନ୍ଧାର ହୋଇଯିବ ୪ ଘଣ୍ଟା

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି…

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ…

ପ୍ରେମ ପାଇଁ ଶୁଭ ମାସ; ପୁରୁଣା ପ୍ରେମ…

ପୁଣି ପାକିସ୍ତାନରେ ହେଲା ବଡ଼ ଧରଣର ବିସ୍ଫୋରଣ,…

ଲୁଚି ଲୁଚି ଝିଅ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି…

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ…

ପ୍ରେମ ପାଇଁ ଶୁଭ ମାସ; ପୁରୁଣା ପ୍ରେମ…

Prev Next 1 of 27,478
© 2025 - TK Digital All Rights Reserved.