fbpx

କେନ୍ଦ୍ରାପଡ଼ା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ନାବାଳିକାଙ୍କୁ ଶେେରେ ମିଳିଛି ନ୍ୟାୟ । ଦୁଷ୍କର୍ମୀଙ୍କୁ ଆଜି ୨୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସଦର ଥାନା ଅଞ୍ଚଳରେ ଗତ ମେ ମାସରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଦଣ୍ଡବିଧାନ କରାଯାଇଛି । ଅଭିଯୁକ୍ତ ଜଣଙ୍କ ହେଲେ ପ୍ରହ୍ଲାଦ ବେହେରା । ତେବେ ଆଜି ତାଙ୍କୁ ସ୍ୱତନ୍ତ୍ର ପକ୍ସୋ କୋର୍ଟ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡାଦେଶ ଦେଇଛନ୍ତି ।

Get real time updates directly on you device, subscribe now.