• Likes
  • Followers
  • Subscribers
  • Followers
  • Android App
  • Thursday, July 31, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସୋସିଆଲ ମିଡିଆ ପାଇଁ ସରକାର ଆଣୁଛନ୍ତି ନୂଆ ନିୟମ, ଏପରି କରିଥିଲେ ଡିଲିଟ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ସୋସିଆଲ ମିଡିଆ ପାଇଁ ସରକାର ଆଣୁଛନ୍ତି ନୂଆ ନିୟମ, ଏପରି କରିଥିଲେ ଡିଲିଟ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

By Development On Dec 28, 2023 at 12:59 PM
Share

ନୂଆଦିଲ୍ଲୀ: ସରକାର ସୋସିଆଲ ମିଡିଆ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷାକୁ ନେଇ ବେଶ୍ ଗମ୍ଭୀର ହୋଇଛନ୍ତି । ଖୁବ୍ ଶୀଘ୍ର ସୋସିଆଲ ମିଡିଆ କମ୍ପାନୀଙ୍କୁ ସେହି ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟ ଓ ବ୍ୟକ୍ତିଗତ ଡାଟା ନିଜ ସିଷ୍ଟମରୁ ସଂପୂର୍ଣ୍ଣ ଭାବରେ ଡିଲିଟ୍ କରିବାକୁ ହେବ ଯେଉଁମାନେ ୩ ବର୍ଷ ଧରି ନିଜ ଆକାଉଣ୍ଟ ବ୍ୟବହାର କରିନାହାନ୍ତି । ଏହି ପ୍ରକାର ୟୁଜର୍ସଙ୍କ ଡାଟା ସୁରକ୍ଷାକୁ ନେଇ ଆହୁରି ଅନେକ ନୂଆ ନିୟମ ମଧ୍ୟ ଆସିବାକୁ ଯାଉଛି । ଚଳିତ ବର୍ଷ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟର ପ୍ରସ୍ତାବ ଡ୍ରାଫ୍ଟ କରାଯାଇଥିଲା ଯେଉଁଥିରେ ୟୁଜର୍ସଙ୍କ ଡାଟା ସୁରକ୍ଷାକୁ ନେଇ ବହୁ ନିୟମ ସାମିଲ ରହିଛି । ଏହି ଡ୍ରାଫ୍ଟକୁ ଖୁବ୍ ଶୀଘ୍ର ସମସ୍ତ ଷ୍ଟେକହୋଲ୍ଡରଙ୍କ ପାଖକୁ ପଠାଯିବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟତିତ ଏହି ନିୟମ ସମସ୍ତ ଇ କମର୍ସ ୱେବସାଇଟ୍ ଯେପରିକି ଆମାଜନ, ଫ୍ଲିପକାର୍ଟ, ରିଲାଏନ୍ସ ଡିଜିଟାଲ ଆଦି କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ଅନଲାଇନ୍ ମାର୍କେଟପ୍ଲେସ୍‌, ଗେମ୍ ହୋଷ୍ଟିଂ କରୁଥିବା ପ୍ଲାଟଫର୍ମ ଆଦିକୁ ମଧ୍ୟ ଏହି ନିୟମ ଅଧୀନରେ ଅଣାଯିବ । ୟୁଜର୍ସଙ୍କ ବ୍ୟକ୍ତିଗତ ଓ ଅଣବ୍ୟକ୍ତିଗତ ଡାଟାର ଉପଯୋଗ କେଉଁଠି ଓ କିପରି କରାଯିବ ଏହା ସହିତ ଜଡିତ ନିୟମକୁ ବି ଏଥିରେ ସାମିଲ କରାଯିବ । ଡ୍ରାଫ୍ଟ କରାଯାଇଥିବା ନୂଆ ନିୟମ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀ, ସଂସ୍ଥା, ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବି ଲାଗୁହେବ ।

ତେବେ ନୂଆ ଡାଟା ସୁରକ୍ଷା ନିୟମ ଡ୍ରାଫ୍ଟରେ ସେହି ଶିକ୍ଷାନୁଷ୍ଠାନର ଛାତ୍ରଙ୍କୁ ଏକାଡେମିକ୍ ରେକର୍ଡ ସେୟାର କରିବାକୁ ସୁଯୋଗ ମିଳିବ ଯାହା କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କୌଣସି ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି । ଶିକ୍ଷା ସଂସ୍ଥାନ କେବଳ ଗବେଷଣା, ବୈଜ୍ଞାନିକ ଓ ପ୍ରାଦ୍ୟୋଗିକ ଶିକ୍ଷା ଉଦ୍ଦେଶ୍ୟରେ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରିପାରିବେ ।

ଆହୁରି ପଢନ୍ତୁ

RVNL Recruitment 2025: ରେଳ ବିକାଶ ନିଗମ…

ଯୌତୁକ ପାଇଁ ମାଡ଼, ତୁ ଟଙ୍କା ଆଣେ, ନହେଲେ…

ସେହିପରି ସରକାର ଡାଟା ଲିକ୍ ପାଇଁ ମଧ୍ୟ କଡା ନିୟମ ଆଣିଛନ୍ତି । କୌଣସି ଡାଟା ଲିକ୍ ହେଲେ ଡାଟା ହ୍ୟାଣ୍ଡେଲ କରୁଥିବା ସଂସ୍ଥାକୁ ୭୨ ଘଣ୍ଟା ମଧ୍ୟରେ ଡାଟା ସୁରକ୍ଷା ବୋର୍ଡ ନିକଟରେ ଏହି ସମ୍ବନ୍ଧିତ ଜଡିତ ସାକ୍ଷ୍ୟ ପ୍ରସ୍ତୁତ କରିବାକୁ ହେବ ଓ କହିବାକୁ ହେବ କି କେଉଁ ପରିସ୍ଥିତିରେ ଡାଟା ଲିକ୍ ହୋଇଛି । ନୂଆ ଡାଟା ସୁରକ୍ଷା ନିୟମ ଅନୁଯାୟୀ କମ୍ପାନୀ କିମ୍ବା ବ୍ୟକ୍ତିଙ୍କୁ କୌଣସି ବି ୟୁଜର୍ସଙ୍କ ଡାଟା ସଂଯୋଗ କିମ୍ବା ପରିଚାଳିତ କରିବା ପୂର୍ବରୁ ୟୁଜର୍ସଙ୍କ ଠାରୁ ସହମତି ନେବାକୁ ହେବ ଓ କହିବାକୁ ହେବ କି କେଉଁ ଉଦ୍ଦେଶ୍ୟରେ ୟୁଜର୍ସଙ୍କ ଡାଟା ନିଆଯାଇଛି ।

Share

Prev Post

ଏହି ଦ୍ୱୀପରେ ରାଜ୍ କରନ୍ତି ବିଲେଇ, ମନୁଷ୍ୟ ଠାରୁ ଦ୍ୱିଗୁଣା ଏମାନଙ୍କ ସଂଖା

Next Post

ବଢ଼ାଇବାକୁ ଚାହୁଁଛନ୍ତି ଚେହେରାର ଗ୍ଲୋ! ପ୍ରତିଦିନ କରନ୍ତୁ ଏହି ଉପାୟ, ମିଳିବ ଲାଭ

You might also like More from author
Breaking News

RVNL Recruitment 2025: ରେଳ ବିକାଶ ନିଗମ ଲିମିଟେଡ୍‌ରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି, ମାସିକ…

Top Stories

ଯୌତୁକ ପାଇଁ ମାଡ଼, ତୁ ଟଙ୍କା ଆଣେ, ନହେଲେ କରେଣ୍ଟ ଦେଇ ମାରିଦେବି…

Featured

୧ ମାସ ପିଅନ୍ତୁ ପାଳଙ୍ଗ ଜୁସ୍‌, ଶରୀରକୁ ଗାଏବ ହୋଇଯିବ ଏହି ରୋଗ

Breaking News

୧୫ ବର୍ଷ ପୂର୍ବେ ଦେଖିଥିଲେ ଡାକ୍ତରାଣୀ ହେବାର ସ୍ୱପ୍ନ, ଝିଅ ସହ NEET କ୍ଳିଅର କରି ମା’…

Top Stories

ହୁକ୍କା ପିଇ ରିଲ୍ସ କରି ଚାକିରିରୁ ସସ୍‌ପେଣ୍ଡ ହେଲେ କନଷ୍ଟେବଳ ବାବୁ…

Breaking News

ଆରମ୍ଭ ହୋଇଗଲା Amazon Great Freedom Festival Sale: 32ରୁ 55 ଇଞ୍ଚ ଟିଭିରେ 58% ପର୍ଯ୍ୟନ୍ତ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

RVNL Recruitment 2025: ରେଳ ବିକାଶ ନିଗମ…

ଯୌତୁକ ପାଇଁ ମାଡ଼, ତୁ ଟଙ୍କା ଆଣେ, ନହେଲେ…

୧୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ…

୧ ମାସ ପିଅନ୍ତୁ ପାଳଙ୍ଗ ଜୁସ୍‌, ଶରୀରକୁ ଗାଏବ…

୧୫ ବର୍ଷ ପୂର୍ବେ ଦେଖିଥିଲେ ଡାକ୍ତରାଣୀ ହେବାର…

ହୁକ୍କା ପିଇ ରିଲ୍ସ କରି ଚାକିରିରୁ ସସ୍‌ପେଣ୍ଡ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

RVNL Recruitment 2025: ରେଳ ବିକାଶ ନିଗମ…

ଯୌତୁକ ପାଇଁ ମାଡ଼, ତୁ ଟଙ୍କା ଆଣେ, ନହେଲେ…

୧ ମାସ ପିଅନ୍ତୁ ପାଳଙ୍ଗ ଜୁସ୍‌, ଶରୀରକୁ ଗାଏବ…

୧୫ ବର୍ଷ ପୂର୍ବେ ଦେଖିଥିଲେ ଡାକ୍ତରାଣୀ ହେବାର…

Prev Next 1 of 28,033
© 2025 - TK Digital All Rights Reserved.