fbpx

ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୯ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆତତାୟୀର ଆଖିବୁଜା ଗୁଳିମାଡ଼ରେ ଚାଲିଯାଇଛି ୯ ଜଣଙ୍କ ଜୀବନ । ଦକ୍ଷିଣ ପୂର୍ବ ଇରାନ୍ ସୀମାରେ ଏଭଳି ଏକ ଭୟାନକ କାଣ୍ଡ ଘଟିଯାଇଛି । ସୀମାରେ ପଶି ହଠାତ୍ ଆତଙ୍କ ସୃଷ୍ଟି କରିଛି ଆତତାୟୀ । ବିନା କାରଣରେ ଆଖିବୁଜା ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ୯ ଜଣ ପାକିସ୍ତାନ ନାଗରିକ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଦକ୍ଷିଣ ପୂର୍ବ ଇରାନ ସୀମାରେ ଏକ ଆତଙ୍କୀ ପରିବେଶ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆତତାୟୀର ପରିଚୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

Get real time updates directly on you device, subscribe now.