fbpx

ବିଜେପି ନେତାଙ୍କୁ ହତ୍ୟା ମାମଲାରେ ୧୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ:କେରଳରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ କୋର୍ଟଙ୍କ ରାୟ ଆସିଛି । ଏହି ମାମଲାରେ ସମସ୍ତ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କେରଳ କୋର୍ଟ । ସମସ୍ତ ୧୫ ଜଣ ଦୋଷୀ ପିଏଫଆଇ କର୍ମୀ ଥିବା ସୂଚନା ମିଳିଛି । ୨୦୨୧ରେ ରଞ୍ଜିତଙ୍କୁ ଘରେ ପଶି ହତ୍ୟା କରିଥିଲେ ଦୁବୃର୍ତ୍ତ । ତାଙ୍କ ମାଆ, ପତ୍ନୀ ଓ ଝିଅଙ୍କ ଆଗରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ ।

Get real time updates directly on you device, subscribe now.