fbpx

(Video) ବର ନ ଖୋଜି ଚାଲିଛି ରୋଷେୟା ଖୋଜା; ମିଳୁ ନାହାଁନ୍ତି ରୋଷେୟା, କନ୍ୟାଘର ମୁଣ୍ଡରେ ଚିନ୍ତା…

ଭୁବନେଶ୍ୱର: ଏହି ବାହାଘର ସିଜିନରେ ସବୁ ତ ମିଳୁଛି ହେଲେ ଯିଏ ମୁଖ୍ୟ ତାଙ୍କୁ ଖୋଜି ଖୋଜି ଲୋକେ ନୟାନ୍ତ ହେଲେଣି ହେଲେ ମିଳୁ ନାହାଁନ୍ତି ରୋଷେୟା । ବର ନଖୋଜି ଚାଲିଛି ରୋଷେୟା ଖୋଜା , ମିଳୁ ନାହାଁନ୍ତି ରୋଷେୟା କନ୍ୟାଘର ମୁଣ୍ଡରେ ଚଡକ । ବାହାଘରରେ ରୋଷେଇ କରିବ କିଏ? ବାହାଘର ସିଜନ୍ ରେ ରୋଷେୟା ଟେନସନ୍। ଭୋଜି ନଖାଇ ଉପାସରେ ଫେରିବେ ନିମନ୍ତ୍ରିତ ଅତିଥି! ଲଗ୍ନ ନିର୍ଦ୍ଧାରିତ ସରିଛି , ଭୋଜି ପାଇଁ ଆଇଟମ୍ ବି ବଛା ସରିଛି, ହେଲେ ମିଳୁ ନାହାଁନ୍ତି ରୋଷେୟା। କେମିତି ହେବ ବାହାଘର ଭୋଜି ?

ଭୋଜି ପାଇଁ ସବୁ ସରଞ୍ଜାମ ମିଳୁଛି ହେଲେ ମିଳୁ ନାହାନ୍ତି ରୋଷେୟା ଚାଲିଛି ବିବାହର ଋତୁ୍ । ଲଗ୍ନ ନିର୍ଦ୍ଧାରିତ ସରିଛି , କିଏ ମଣ୍ଡପ ବୁକିଂ କରୁଛନ୍ତି ତ ପୁଣି ଟେଣ୍ଡ ହାଉସକୁ ଆଗୁଆ ବରାଦ ଦେୁଛି । ସେପଟେ ସପିଂ ମଲ୍‌ରେ ଭିଡରେ ପାର୍ଲରେ ଲାଗିଚି ଲମ୍ବା ଲାଇନ ଆଉ ଏପଟେ ମାର୍କେଟ ଚିକେନ ମଟନ ଠାରୁ ଆରମ୍ଭ କରି ପନି ପରିବାର ଦର ମଧ୍ୟ ଆକାଶଛୁଆଁ ହୋଇଛି । ଆଉ ସେପଟେ ମନ୍ଦିରରେ ବାହାଘର ପାଇଁ ମଧ୍ୟ ସବୁ ପ୍ରକାରର ପ୍ରସ୍ତୁତି ସରିଲାଣି । ଆଉ ଏପଟେ ଦେଖା ଚାହାଁ ସରିଗଲାଣି , କାହାର ନିର୍ବନ୍ଧ ସରିଗଲାଣିି ତ ପୁଣି କାହାର ନିର୍ବନ୍ଧ ହେବାକୁ ପ୍ରସ୍ତୁତି ଚାଲିଛି ସେପଟେ ବାହାଘର ଦିନ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇ ସାରିଛି ।

ଆଉ ଏ ସମୟରେ ବ୍ରାହ୍ମଣଙ୍କର ଚାହିଦା ମଧ୍ୟ ଢେର୍ ଅଧିକ। ଗୋଟେ ଦିନରେ ୧୦ ରୁ ଅôଦକ ବାହାଘର ପହୁଛି । ଏହି ବାହାଘର ସିଜିନରେ ସବୁ ତ ମିଳୁଛି ହେଲେ ଯିଏ ମୁଖ୍ୟ ତାଙ୍କୁ ଖୋଜି ଖେଶଜି ଲୋକେ ନୟାନ୍ତ ,ହେଲେଣି ହେଲେ ମିଳୁ ନାହାଁନ୍ତି କଣ ମ ଜାଣି ପାରିଲେନି । ସେ ହେୁଛନ୍ତି ପରା ରୋୟୋ । ବାହାଘର ହେଉ କି ନିର୍ବନ୍ଧ କି ଚତୁର୍ଥୀ ସବୁଥିରେ ପରା ଭୋଜି ଟା ମୁଖ୍ୟ ହେଲେ ଭୋଜିର ଖାଇବା ତିଆରି କରିବା ପାଇଁ ଜଣେ ରୋଷେୟା ତ ଦରକାର । କିନ୍ତୁ ଏବେ ରୋଷେଞାଙ୍କୁ ନେଇ ବଡ଼ ସମସ୍ୟା ଉପୁଜିଛି ।

Get real time updates directly on you device, subscribe now.