fbpx

ବିଶ୍ୱର କେଉଁ ଦେଶର ଝିଅମାନେ ବେଶୀ ସୁନ୍ଦରୀ: ୧୭ଟି ଦେଶକୁ ନେଇ ପ୍ରସ୍ତୁତ ହେଲା ଏକ ସ୍ୱତନ୍ତ୍ର ରିପୋର୍ଟ

ନୂଆଦିଲ୍ଲୀ: ଈଶ୍ୱରଙ୍କ ଏ ବିଶାଳକାୟ ସୃଷ୍ଟିରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ଭରପୂର ହୋଇ ରହିଛି । ତେବେ ମଣିଷଙ୍କ କଥା ଯଦି କହିବା ତେବେ ସର୍ବଦା ଆଖି ଆଗକୁ ଚାଲିଆସେ ମହିଳାଙ୍କ ସୌନ୍ଦର୍ଯ୍ୟ । ସୃଷ୍ଟିକର୍ତ୍ତା ପ୍ରତ୍ୟେକ ମହିଳାଙ୍କ ଠାରେ ସୁନ୍ଦରତା ଭରି ଦେଇଛନ୍ତି । ଆମ ସମାଜରେ ସବୁ ସମୟରେ ମହିଳାମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ତେବେ କେବଳ ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ତ୍ୟାଗ, ସ୍ୱଚ୍ଛ ହୃଦୟ, ପରୋପକାର, ସତ୍ୟର ପଥ, ଅନାବିଳ ପ୍ରେମ ଆଦି ଅନ୍ତଃ ସୌନ୍ଦର୍ଯ୍ୟରେ ମଧ୍ୟ ମହିଳାମାନେ ବେଶ୍ ପ୍ରବିଣା ଅଟନ୍ତି । ତେବେ ଏ ପୃଥିବୀରେ କେଉଁ ଦେଶର ଯୁବତୀମାନେ ସବୁଠାରୁ ବେଶୀ ସୁନ୍ଦରୀ ତାହା ଆକଳନ କରିବା ନିହାତି କଷ୍ଟକର ବ୍ୟାପାର । ଏହା ମଧ୍ୟରେ ବିଶ୍ୱର ୧୭ଟି ଦେଶର ଯୁବତୀଙ୍କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଇଣ୍ଟରନେଟ ପୋଲିଂ ଓ ସର୍ଚ୍ଚିଂ ଆଧାରରେ ଗତ ଫେବୃଆରୀ ମାସରେ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଥିଲା ।

୧୭-ସ୍ୱେଡେନ:

ଏହି ଦେଶର ଝିଅମାନଙ୍କର ଆଖି ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ ।

Countries With The Most Beautiful Women In The World

୧୬- ଫିଲିପାଇନ୍ସ:

ଏହି ଦେଶର ଝିଅମାନେ ଫନି ଓ କ୍ୟୁଟ୍ ହୋଇଥାନ୍ତି ।

Countries With The Most Beautiful Women In The World

୧୫-ୟୁକେ:

ଏହି ଦେଶର ଝିଅମାନେ ପରୋପକାରୀ ହେବା ସହ ସେମାନେ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି ।

Countries With The Most Beautiful Women In The World

୧୪-ଭାରତ:

ଭାରତରେ ବିଶ୍ୱର ଆକର୍ଷଣୀୟ ମହିଳାମାନେ ବାସ କରନ୍ତି ।

Countries With The Most Beautiful Women In The World

୧୩-ଆମେରିକା:

ଏହି ଦେଶର ମହିଳମାନେ କ୍ରୀଡ଼ା ପ୍ରତି ରୁଚି ରଖିବା ସହିତ ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି ।

Countries With The Most Beautiful Women In The World

୧୨-ଆର୍ଜେଣ୍ଟିନା:

ଏହି ଦେଶର ମହିଳାମାନଙ୍କର ନିଜସ୍ୱ ସୌନ୍ଦର୍ଯ୍ୟ ରହିଛି ।

Countries With The Most Beautiful Women In The World

୧୧-ଅଷ୍ଟ୍ରେଲିଆ:

ଏହି ଦେଶର ଝିଅମାନଙ୍କୁ ଷ୍ଟନର କୁହାଯାଇଥାଏ ।

Countries With The Most Beautiful Women In The World

୧୦-କାନାଡ଼ା:

ଏହି ଦେଶର ଝିଅମାନେ ବହୁତ ସୁନ୍ଦରୀ ହୋଇଥାନ୍ତି । ସେମାନଙ୍କ ସହ ବୁଲିବାକୁ ଜଣେ ନିହାତି ପସନ୍ଦ କରିବ ।

Countries With The Most Beautiful Women In The World

୯-ନେଦରଲାଣ୍ଡ:

ଏହି ଦେଶର ଝିଅମାନେ ଶାରୀରିକ ଭାବେ ଡେଙ୍ଗା ଓ ଆକର୍ଷଣୀୟ ହେବା ସହ ସେମାନେ ଖୋଲା ସ୍ୱଭାବର ହୋଇଥାନ୍ତି ।

Countries With The Most Beautiful Women In The World

୮-ଇଟାଲି:

ଏହି ଦେଶର ଝିଅମାନେ ଫେଶନ ପ୍ରତି ଅଧିକ ରୁଚି ରଖିଥାନ୍ତି ।

Countries With The Most Beautiful Women In The World

୭-ନେନେଜୁଏଲା:

ଏହି ଦେଶର ଝିଅମାନେ ସର୍ବାଧିକ ଥର ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ଏହା ସେମାନଙ୍କର ସୌନ୍ଦର୍ଯ୍ୟର ଏକ ବଡ଼ ପ୍ରମାଣ ।

Countries With The Most Beautiful Women In The World

୬- ଋଷିଆ:

ଏହି ଦେଶର ଝିଅମାନଙ୍କର ଅଧିକ ମାତ୍ରାରେ ରାଷ୍ଟ୍ରପ୍ରେମ ରହିଥାଏ ।

Countries With The Most Beautiful Women In The World

୫-କଲମ୍ବିଆ:

ଏହି ଦେଶର ଝିଅମାନଙ୍କର ସୁନ୍ଦରତାକୁ ନେଇ ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ ।

Countries With The Most Beautiful Women In The World

୪- ଡେନମାର୍କ:

ଏହି ଦେଶର ମହିଳାମାନେ ଅତ୍ୟନ୍ତ ସୁନ୍ଦରୀ ହୋଇଥାନ୍ତି ।

Countries With The Most Beautiful Women In The World

୩- ଦକ୍ଷିଣ କୋରିଆ:

ଏହି ଦେଶର ଝିଅମାନେ କ୍ୟୁଟ୍ ଚୁଲବୁଲି ହେବା ସହିତ ଫଟୋ ପାଇଁ ବିଭିନ୍ନ ପ୍ରକାରର ପୋଜ୍ ଦେଇଥାନ୍ତି ।

Countries With The Most Beautiful Women In The World

୨-ୟୁକ୍ରେନ:

ୟୁକ୍ରେନର ଝିଅମାନେ ବିଶ୍ୱର ସବୁଠାରୁ ସୁନ୍ଦରୀ ଭାବେ ଭୋଟ କରାଯାଇଥାଏ । ସେମାନଙ୍କର ସୌନ୍ଦର୍ଯ୍ୟର ସୀମା ଅବର୍ଣ୍ଣନୀୟ ।

Countries With The Most Beautiful Women In The World

୧- ବ୍ରାଜିଲ:

ବ୍ରାଜିଲର ଝିଅମାନଙ୍କ ଠାରେ ପ୍ରାକୃତିକ ବେଳାଭୂମିର ସୌନ୍ଦର୍ଯ୍ୟ ଝଟକୁଥାଏ ।

Countries With The Most Beautiful Women In The World

Get real time updates directly on you device, subscribe now.