fbpx

ଜଗନ୍ନାଥଙ୍କ ଭଜନ କଦର୍ଥ ଗାଉଥିବାରୁ ୨ କଣ୍ଠଶିଳ୍ପୀଙ୍କୁ ପଡିପାରେ ମହଙ୍ଗା

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ । ଏହି ଅଭିଯୋଗଟି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା କରାଯାଇଛି । ଅଭିଯୋଗ ମୁତାବକ ଏହି ଦୁଇଜଣ କଣ୍ଠଶିଳ୍ପୀ ମହାପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବାରୁ ଏପରି ଅଭିଯୋଗ ନେଇ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.