fbpx

ଭୂର୍ସାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଝିଅ ମୃତ ବାପାମାଆ ଆହତ

ରାଇରଙ୍ଗପୁର: ହାଇୱା ଧକ୍କାରେ ବାସିଙ୍ଗା ଗାଁର ଭୂର୍ସା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ସ୍କୁଟିରେ ବାପାମା’ଙ୍କ ସହ ଝିଅ ଯାଉଥିବା ବେଳେ ଭୂର୍ସା ଛକ ନିକଟରେ ସ୍କୁଟିର ପଛ ଆଡୁ ଦ୍ରୁତଗତିରେ ଆସୁଥିବା ହାଇୱାଟି ଶକ୍ତ ଧକ୍କା ଦେଇଛି । ଯାହା ଫଳରେ ସ୍କୁଟିରେ ଯାଉଥିବା ଝିଅଟିର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ବାପାମା ଆହାତ ହୋଇଛନ୍ତି । ଘଟଣା ସ୍ଥଳରୁ ଦୁଇ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଯାଇଛି । ଏଥିସହ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳରେ ଅଧିକ ତଦନ୍ତ ଲାଗି ଛାନଭିନ କରୁଛି ।

Get real time updates directly on you device, subscribe now.