fbpx

ଆମେରିକାର ପ୍ରଖ୍ୟାତ ହାସ୍ୟ ଅଭିନେତା ବବ ନ୍ୟୁହାର୍ଟଙ୍କ ୯୪ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ହାସ୍ୟ ଅଭିନେତା ବବ ନ୍ୟୁହାର୍ଟଙ୍କ ୯୪ ବର୍ଷରେ ପ୍ରାଣତ୍ୟାଗ କରିଛନ୍ତି । କମେଡି ଦ୍ୱାରା ହସାଉଥିବା ବବ ନ୍ୟୁହାର୍ଟ ସମସ୍ତଙ୍କୁ ଛାଡି ପରଲୋକକୁ ଚାଲିଯାଇଛନ୍ତି । ଏନେଇ ପୁରା ସିନେମା ଜଗତରେ ଏକ ଶୋକର ଛାୟା ଖେଳିଯାଇଛି । ତାଙ୍କର ଦେହାନ୍ତରେ ସମସ୍ତ ସିନେ ତାରକା ଏବଂ ରାଜନେତାମାନେ ଗମ୍ଭୀର ଦୁଃଖ ପ୍ରକାଶ କରିଛନ୍ତି । ବବଙ୍କ ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାଥନା କରିଛନ୍ତି ।

 

Get real time updates directly on you device, subscribe now.