fbpx

କମିଶନରେଟ୍ ପୋଲିସ କବ୍‌ଜାରେ ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗ; କ୍ରାଇମ ସିଣ୍ଡିକେଟ୍ ମୁଖ୍ୟ ରଶ୍ମି ସମେତ ୬ ଗିରଫ

ଓଡ଼ିଶା ଭାସ୍କର : (ଓଡ଼ିଶା ଭାସ୍କର) କମିଶନରେଟ୍ ପୋଲିସ କବ୍‌ଜାରେ ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗ, କ୍ରାଇମ ସିଣ୍ଡିକେଟ୍ ମୁଖ୍ୟ ରଶ୍ମି ସମେତ ୬ ଗିରଫ । ସୂଚନା ଅନୁସାରେ ବାଲିଅନ୍ତା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍‌ର ରେଡ୍‌, ଜବତ ହେଲା ୬ଟି ବନ୍ଧୁକ । ‘ଟ୍ୱିନ୍ ସିଟି ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଥିଲେ । ବିହାରରୁ ବନ୍ଧୁକ ଆଣୁଥିଲେ, ବିଭିନ୍ନ ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ଥିଲା । ମାର୍ଶାଘାଇ ଅପହରଣ ଓ ହତ୍ୟା, ଖୋର୍ଦ୍ଧା ଡ୍ରଗ୍ସ ବେପାରୀ ହତ୍ୟାରେ ସାମିଲ୍’ । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ କହିଲେ ସିପି ।

Get real time updates directly on you device, subscribe now.