fbpx

(video): ହସିନାଙ୍କ ହଟଲୁକରେ ସମସ୍ତେ ଘାଇଲା, ଟପଲେସ ଫଟୋ ଛାଡିଲେ, ସୋସିଆଲ ମିଡିଆରେ ଛାଇଗଲେ, ଜାଣନ୍ତୁ କିଏ ଏ ସୁନ୍ଦରୀ…

ଓଡିଶା ଭାସ୍କର: ରିୟାଲିଟି ସୋ’ ‘ବିଗ ବସ’ ଯାଇ ଅନେକ ସୁନ୍ଦରୀ ନିଜ ଗ୍ଲେମରରେ ଦର୍ଶକଙ୍କୁ ପାଗଳ କରନ୍ତି । କିନ୍ତୁ, ଏ ସୁନ୍ଦରୀ ଜଣକ ସମସ୍ତଙ୍କଠୁ ଭିନ୍ନ । ସେ ସାମାହୀନ ଭାବରେ ଅସୀମ ପ୍ରେମ ଦେଇଛନ୍ତି ଦର୍ଶକଙ୍କୁ । ତାଙ୍କ ସୌନ୍ଦର୍ଯ୍ୟତାର ନାମକରଣ ଯଦି କାରାଯାଏ ତେବେ ତାହାକୁ କୁହାଯାଇପାରେ ‘ହଟ ଆଣ୍ଡ ସେକ୍ସି’ା ଏ ହସିନାଙ୍କ ଆଖି ଯେମିତି ରାତିର ଉଦିତ ଜହ୍ନପରି । ଆଉ ତାଙ୍କ ଶରୀର ପ୍ରେମର ପରିଭାଷାକୁ ବର୍ଣ୍ଣନା କରେ । ତାଙ୍କର ଗ୍ଲାମରିୟସ ଡ୍ରେସ ସାଙ୍ଗକୁ ସେକ୍ସି ବଡି ଦେଖିଲେ ଯେକେହି କହିବ ଏମିତି ସୁନ୍ଦରୀ ମତେ ମିଳନ୍ତା କି! ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ସୋନାଲି ରାଉତ ।

 

View this post on Instagram

 

A post shared by Sonali Raut (@isonaliraut)

‘ବିଗବସ’ ସମସ୍ତଙ୍କ ଘର ବସାଇ ଦିଏ । ଶହନାଜ ଗିଲଙ୍କଠୁ ଆରମ୍ଭ କରି ହିନା ଖାନ ଓ ତେଜସ୍ୱୀ ପ୍ରକାଶଙ୍କ ଭଳି ତାରକାଙ୍କୁ ‘ବିଗବସ’ କ’ଣ ନ କରିଛି । କିନ୍ତୁ, ଏ ଅଭିନେତ୍ରୀ ସେତେ କାମ ନ କଲେ ବି ସୋସିଆଲ ମିଡିଆରେ ସମସ୍ତଙ୍କୁ ଘାଇଲା କରୁଛନ୍ତି । ନିଜର ଟପଲେସ ଫଟୋ ସେୟାର କରି ସୋନାଲି ଏବେ ଚର୍ଚ୍ଚାରେ । ‘ଦ ଏକ୍ସପୋଜ’ ସିନେମାରେ ସୋନାଲି ନଜର ଆସିଥିଲେ । ରଣବୀର ସିଂହଙ୍କ ସହ ୨୦୧୪ ମସିହାରେ ତାଙ୍କ ଫଟୋ ସୁଟ ବେଶ୍ ଚର୍ଚ୍ଚା ସାଉଁଠିଥିଲା । ‘ଗ୍ରେଟ ଗ୍ରାଣ୍ଡ ମସ୍ତି’ ସିନେମାର ଗୀତ ‘ଲିପଷ୍ଟିକ ଲଗା କେ ତୁନେ ଲୁଟ ଲିୟା’ରେ ସେ ସମସ୍ତଙ୍କ ହୃଦୟକୁ ନିଜ ହଟ ଓ ବୋଲ୍ଡ ଅନ୍ଦାଜରେ ଲୁଟିନେଇଥିଲେ । ଏହି ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା ମଧ୍ୟ ।

 

View this post on Instagram

 

A post shared by Sonali Raut (@isonaliraut)

ମାତ୍ର ବଲିଉଡରେ ସେ ବେଶୀ ନଜର ଆସୁ ନଥିଲେ ବି ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ସୋସିଆଲ ମିଡିଆରେ ସୁନ୍ଦରୀ ସୋନାଲି ବେଶି ଆକ୍ଟିଭ ରୁହନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୩.୩ ମିଲିୟନ ଫଲୋଅର୍ସ ଅଛନ୍ତି । ଏବେ ନିଜର ଟପଲେସ ଭିଡିଓ ଓ ଫଟୋ ସେୟାର କରି ଲୋକଙ୍କୁ ପ୍ରେମର ପ୍ରସାଦ ବାଣ୍ଟୁଛନ୍ତି ସୋନାଲି । ଲୋକେ ମଧ୍ୟ ତାଙ୍କର ଏଭଳି ଆମୋହପ୍ରଦ ଓ ଉଦ୍ଦୀପନାଜାଗ୍ରତ କରୁଥିବା ଫଟୋ ଦେଖି ତାଙ୍କ ଫଟୋଠୁ ନଜର ହଟାଇ ପାରୁ ନାହାନ୍ତି ।

Get real time updates directly on you device, subscribe now.