fbpx

ରାୟଗଡ଼ାର ରାଜସ୍ୱ ବିଭାଗର କର୍ମଚାରୀଙ୍କ ଭିତରେ ଅଳବଦଳ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବଦଳି

ରାୟଗଡା: ରାଜସ୍ୱ ବିଭାଗର ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏଥିମଧ୍ୟରୁ ୧୮ ଜଣ ସେକ୍ସନ ଅଫିସରଙ୍କୁ ବଦଳି କରାଯାଇଛି । ୩୭ ସିନିୟର ଆସିଷ୍ଟାଣ୍ଟଙ୍କ ସମେତ ୧୦ ଜୁନିୟର ଆସିଷ୍ଟାଣ୍ଟଙ୍କ ବଦଳି କରାଯାଇଛି । ଏହି ସମସ୍ତ ବଦଳିକୁ ରାୟଗଡା ଜିଲ୍ଲାର ଜିଲ୍ଲାପାଳ କରିଛନ୍ତି ।

Get real time updates directly on you device, subscribe now.