fbpx

କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟରୁ ଆସିଲା ସୂଚନା : ପରବର୍ତ୍ତି ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ହୋଇପାରନ୍ତି

ଭୁବନେଶ୍ୱର: ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ (ଡିଜିପି) ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ(ଡିଜିପି) ଭାବେ ଯୋଗେଶ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ପ୍ରସ୍ତାବକୁ ଅନୁମୋଦନ କରିଥିବା ସୂଚନା ମିଳିଛି ।

ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଓଡ଼ିଆ କ୍ୟାଡର ବରିଷ୍ଠ ପୁଲିସ ପ୍ରଶାସନିକ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ। ସେ ୱାଇବି ଖୁରାନିଆ ଭାବେ ବେଶ ଜଣାଶୁଣା ପରିଚୟ ଲାଭ କରିଛନ୍ତି । ଏବେ ବିଏସଏଫରେ ସ୍ପେଶାଲ ଡିଜି ଅଛନ୍ତି ୱାଇବି ଖୁରାନିଆ। ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ୱାଇବି ଖୁରାନିଆ ପୂର୍ବରୁ ପୁଲିସ କମିଶନର ଥିଲେ ।

Get real time updates directly on you device, subscribe now.