fbpx

ପୁଣି ଏକ ବିମାନ ଦୁର୍ଘଟଣା: ଜାପାନରେ କ୍ରାଶ ହେଲା ଆମେରିକାର ଏକ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଏକ ସପ୍ତାହ ପୂର୍ବରୁ ନେପାଳରେ ବିମାନ ଦୁର୍ଘଟଣା ଘଟି ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଘଟିଛି ଆଉ ଏକ ଅଘଟଣ । ଜାପାନରେ ଆମେରିକାର ଏକ ଯୁଦ୍ଧ ବିମାନ କ୍ରାଶ ହୋଇଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଜାପାନର ଏକ ଧାନ କ୍ଷେତରେ ବିମାନଟି ମାଡ଼ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ କ୍ଷୟକ୍ଷତି, ମୃତାହତ ବାବଦରେ କିଛି ସଠିକ୍ ତଥ୍ୟ ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.