fbpx

(Vedio)ସତରେ ହେବ କି ନିରଜ-ମନୁ ବାହାଘର : ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସମାନେ ହେଲେ ଚକିତ

ନୂଆଦିଲ୍ଲୀ: ନିରଜ ଚୋପ୍ରା ଓ ମନୁ ଭାକରଙ୍କ ବିବାହକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ଏକ ଭିଡିଓରେ ମନୁ ଭାକର ଏବଂ ନୀରଜ ଚୋପ୍ରା ଏକାଠି ଛିଡା ହୋଇ କଥାବାର୍ତ୍ତାର ଏକ ଭିଡିଓ ଦେଖିବାକୁ ମିଳିଥିଲା ।। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଉପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ସେହିପରି ପ୍ୟାରିସ ଅଲିମ୍ପିକ୍ସ୨୦୨୪ରେ ରୈପ୍ୟ ବିଜେତା ନିରଜ ଚୋପ୍ରାଙ୍କ ସହ ମନୁଭାକର ମାଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମନୁ ଭାକରଙ୍କ ମା’ ସୁମେଧା ଭାକର ଏବଂ ନୀରଜ ଚୋପ୍ରା ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ନୀରଜ ଚୋପ୍ରା ତାଙ୍କ ହାତ ସୁମେଧାଙ୍କ ମୁଣ୍ଡରେ ରଖିଥିବାର ନଜର ଆସିଛନ୍ତି। ଏଥିସହିତ କିଛି କଥାବାର୍ତ୍ତା ହେଉଛନ୍ତି।

ନିରଜଙ୍କ ସହ ଏହି ସାକ୍ଷାତ ପ୍ୟାରିସରେ ହୋଇଥିବାର ଅନୁମାନ କରାଯାଉଛି । ଏଥିସହ ଆଉ ଏକ ଭିଡିଓରେ ମନୁ ଭାକର ଏବଂ ନୀରଜ ଚୋପ୍ରା ଏକାଠି ଛିଡା ହୋଇ କଥାବାର୍ତ୍ତା କରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇଟି ଭିଡିଓ ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ଫ୍ୟାନ୍ସ ମାନେ ଆଲୋଚନା କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରଠାରୁ ସବୁଠି ନିରଜ ଏବଂ ମନୁଙ୍କ ବିବାହର ଚର୍ଚ୍ଚା ବିଷୟରେ ଆଲୋଚନା ହେଉଛି ।

Get real time updates directly on you device, subscribe now.