fbpx

Video; ପୋଷ୍ଟମଟର୍ମ୍ ରୁମ୍‌ରେ ଗର୍ଲଫ୍ରେଣ୍ଡ ସହ SEX କରୁଥିଲା ସଫେଇ କର୍ମଚାରୀ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ନୋଏଡାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେକ୍ଟର ୯୪ସ୍ଥିତ ଶବ ବ୍ୟବଚ୍ଛେଦ ଘରେ ଜଣେ ପୁରୁଷ ଓ ଜଣେ ମହିଳା ରୋମାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ତୃତୀୟ ବ୍ୟକ୍ତି ମଧ୍ୟ ଅଛନ୍ତି, ଯିଏ କି ଏହାର ଭିଡିଓଗ୍ରାଫି କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ଭୁଲ କହି କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓର ସମୟ ପ୍ରାୟ ୧ ମିନିଟ ୪ ସେକେଣ୍ଡ । ଜଣେ ବ୍ୟକ୍ତି କ୍ୟାମେରା ଅନ୍ କରି ଶବ ବ୍ୟବଚ୍ଛେଦ ଘର ଭିତରକୁ ପହଞ୍ଚୁଥିବା ଦେଖିବାକୁ ମିଳିଛି। ସେଠାରେ ଶବ ବ୍ୟବଚ୍ଛେଦ ଘରର ଜଣେ ମହିଳା ଓ ଜଣେ ସଫେଇ କର୍ମଚାରୀଙ୍କୁ ଦେଖିବାକୁ ପାଇଥିଲେ। ଭିଡିଓ ତିଆରି କରୁଥିବା ବ୍ୟକ୍ତିଙ୍କୁ ଦେଖି ସେ ତାଙ୍କ ଠାରୁ ଏକ ଚାଦର ମାଗିଥିଲେ। ଏହାପରେ ବ୍ୟକ୍ତି ଜଣକ ଅନ୍ୟ କୋଠରୀକୁ ଯାଇ ଚାଦର ବାହାର କରି ଉଭୟଙ୍କୁ ଦିଅନ୍ତି।

ଏହାପରେ ସେ କିଛି ସମୟ ବାହାରକୁ ଯାଆନ୍ତି, ତା’ପରେ ସଫେଇ କର୍ମଚାରୀଙ୍କ ଭିତରେ ମହିଳା ଜଣକ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଥାଏ। ଭିଡିଓ ତିଆରି କରୁଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ତାଙ୍କୁ ଉତ୍ତେଜିତ କରୁଥିବା କିଛି ଶବ୍ଦ କୁହନ୍ତି। ଏହାପରେ ଉଭୟ ପୁରୁଷ ଓ ମହିଳା ଅନ୍ତରଙ୍ଗ ହେବା ଆରମ୍ଭ କରିଦିଅନ୍ତି। ଯେଉଁ କୋଠରୀରେ ଏହି ଘଟଣା ଘଟିଛି ସେଠାରେ ଶବ ଗୁଡ଼ିକୁ ଡିପ୍ ଫ୍ରିଜରରେ ରଖାଯାଇଯାଏ। ଯେଉଁଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅଣାଯାଇଥିବା ମୃତଦେହକୁ ସୁରକ୍ଷିତ ରଖାଯାଇ ଶବ ବ୍ୟବଚ୍ଛେଦ କରାଯାଉଛି। ଏପରି ଘଟଣାକୁ ସୋସିଆଲ ମିଡିଆରେ ବିରୋଧ କରାଯାଉଛି ।

 

Get real time updates directly on you device, subscribe now.