fbpx

‘ମେଜର ବାନ୍ଧବୀଙ୍କ ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନିକଟରେ ଭରତପୁର ଥାନାରେ ସେନା ଓ ପୋଲିସ କଳି ବିଷୟ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକ ଏକ ପ୍ରେସମିଟ୍ ଡକାଇଥିଲେ । ଏହି ପ୍ରେସମିଟରେ ନବୀନ କହିଛନ୍ତି, ‘ମେଜର ବାନ୍ଧବୀଙ୍କ ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ତାଙ୍କ ସହ ଦୁର୍ବ୍ୟବହାର ଏବଂ ଅସଦାଚରଣ ହୋଇଛି । ତେଣୁ ଏହି ମାମଲାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ କରାଯାଉ ।’

Get real time updates directly on you device, subscribe now.