fbpx

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୀତି ଆୟୋଗ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଅନେକ କେନ୍ଦ୍ର ନେତ୍ୟୃମଣ୍ଡଳ ମଧ୍ୟ ସାମିଲ ରହିବେ ।

ପ୍ୟାରିସ୍ ଅଲିମ୍ପିକ୍ସରେ ପରଫର୍ମ କରିବେ ଏହ ହଲିଉଡ ସିଙ୍ଗର, ଗୋଟିଏ ଗୀତ ପାଇଁ ଚାର୍ଜ କରିଛନ୍ତି ଏତିକି ଟଙ୍କା

ଓଡ଼ିଶା ଭାସ୍କର: ଜୁଲାଇ ୨୬ରେ ଆୟୋଜିତ ହେବ ପ୍ୟାରିସ୍ ଅଲିମ୍ପିକ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ମେଗା ଇଭେଣ୍ଟର ଉଦ୍ଘାଟନୀ ସମାରୋହରେ ହଲିଉଡ୍ ସିଙ୍ଗର ସେଲିନ୍ ଡିଅନ୍(Celin Dion) ପଫର୍ମ କରିବେ…

୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ମୋହନା: ଦିନକୁ ଦିନ ଗଞ୍ଜେଇ ଚୋରାଚାଲଣଙ୍କ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ସେମାନଙ୍କୁ ଧରିବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗଜପତି ଜିଲ୍ଲା ଶିକୁଳିପଦର ଗାଁ ନିକଟରେ ମୋହନା ପୋଲିସ ବିପୁଳ ପରିମାଣର…

ବିଶ୍ୱସ୍ତରୀୟ ହେବ କ୍ରୀଡ଼ା ଭିତ୍ତିଭୂମି, ଭୁବନେଶ୍ୱରରେ ନିର୍ମାଣ ହେବ ନୂତନ ଷ୍ଟାଡିୟମ

ଭୁବନେଶ୍ୱର: ଆଜି ବିଧାନସଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ବଜେଟରେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ…

ରାଜ୍ୟ ବଜେଟ୍ ୨୦୨୪-୨୫: ଆରମ୍ଭ ହେବ ପ୍ରସ୍ପର-ଓଡ଼ିଶା ଯୋଜନା, ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ଆଜି ବିଧାନସଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ବଜେଟରେ ଷ୍ଟାର୍ଟଅପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଣିକି ଗତିଶୀଳ ହେବ ଷ୍ଟାର୍ଟଅପ୍ ଓଡ଼ିଶା । ରାଜ୍ୟରେ…

ODIରେ କେବେ ଆଉଟ୍ ହୋଇନାହାଁନ୍ତି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ ସେମାନେ କିଏ ?

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଅନେକ ଧୂଆଁଧାର ବ୍ୟାଟ୍ସମ୍ୟାନଙ୍କ ରେକର୍ଡ଼ ରହିଛି । ସେମାନେ ନିଜ ରନ୍ ଏବଂ ଶତକ ପାଇଁ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଏପରି କିଛି ଭାଗ୍ୟବାନ ବ୍ୟାଟ୍ସମ୍ୟାନ…

ଘରୋଇ ଟଙ୍କା ଟ୍ରାନ୍ସଫର ସେବାକୁ ନେଇ ନିୟମ କଡ଼ାକଡ଼ି କଲା RBI

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ଉଭୟ cash pay-in ଏବଂ cash pay out ସେବା ଉପରେ ନଜର ରଖିବା ପାଇଁ ଘରୋଇ ଟଙ୍କର ଟ୍ରାନ୍ସଫର ପାଇଁ ଢ଼ାଞ୍ଚା(framework)କୁ କଡ଼ାକଡ଼ି କରିଛି । ବୁଧବାର RBI…

ନୂଆ ସରକାରରେ ପ୍ରଥମ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବଜେଟର ମୋଟ୍ ପରିମାଣ ୨ ଲକ୍ଷ ୬୫ ହଜାର କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟର ମୋଟ୍ ପରିମାଣ ପ୍ରାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା । ଏହା ୨୦୨୩-୨୪ ତୁଳନାରେ ୧୫% ଅଧିକ ଅଟେ । ତେବେ ଆସନ୍ତୁ…

ଜର୍ମାନୀରେ ବନ୍ଦ ହେଲା Blue Mosque, ଜାଣନ୍ତୁ ସରକାର କାହିଁକି ନେଲେ ଏଭଳି ନିଷ୍ପତ୍ତି ?

ବର୍ଲିନ: ଜର୍ମାନୀରେ ଦେଶର ସବୁଠାରୁ ବଡ଼ ଏବଂ ପ୍ରାଚୀନ ମସଜିଦ ମଧ୍ୟରୁ ଅନ୍ୟତମ Blue Mosqueକୁ ବନ୍ଦ କରିଦିଆଯାଇଛି । ଏହାକୁ ପରିଚାଳିତ କରୁଥିବା ଦେଶବ୍ୟାପି ଶିଆ ମୁସଲିମ ସଂଗଠନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ…

ରାଷ୍ଟ୍ରପତି ଭବନକୁ ମିଳିଳା ନୂତନ ପରିଚୟ, ବଦଳିଲା ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ର ନାଁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ ନାଁରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଦରବାର ହଲ୍ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍ ‘ଅଶୋକ ମଣ୍ଡପ’ ନାଁରେ ପରିଚିତ ହେବ । ଆଜି ରାଷ୍ଟ୍ରପତି…