fbpx
BSKY
BJD YOUTH SKY
BJD MS SKY

ପାରା ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୨୪: ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଦୀପ୍ତି ଜୀବାଞ୍ଜୀ

ନୂଆଦିଲ୍ଲୀ: ଭାରତର ଦୀପ୍ତି ଜୀବାଞ୍ଜୀ(Deepthi Jeevanji) ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୀପ୍ତି ଜୀବାଞ୍ଜୀ ୫୫.୦୬ ସେକେଣ୍ଡରେ ମହିଳା ୪୦୦ ମିଟର ଟି-୨୦ ବର୍ଗ ଦୌଡ଼କୁ…

ଅନୁଗୁଳ ଜନସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ- ଏଥର ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର

ପୁରୀ: ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପୁରୀରେ ମୋଦୀଙ୍କ ରୋଡ୍ ଶୋ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଗୋଟିଏ ଝଲକ ଦେଖିବା ପାଇଁ ସକାଳୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ ।…

ପଞ୍ଚମ ପର୍ଯ୍ୟାୟର ସବୁଠାରୁ ଧନୀ ଏହି ବିଜେପି ପ୍ରାର୍ଥୀ, ସବୁଠାରୁ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୬୭ ଟଙ୍କା: ADR ରିପୋର୍ଟ

ନୂଆଦିଲ୍ଲୀ: ଆଜି ଦେଶର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଇଭିଏମ୍ ମେଶିନରେ ପ୍ରାୟ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହେବ । ରାଏବରେଲୀ ଭଳି ଅନ୍ୟ ହାଇ…

ଗଜଲକ୍ଷ୍ମୀ ରାଜଯୋଗରେ ଆରମ୍ଭ ହୋଇଛି ସପ୍ତାହ, କ୍ୟାରିୟରରେ ମିଳିବ ଶୁଭଫଳ

ଓଡ଼ିଶା ଭାସ୍କର: ଚଳିତ ସପ୍ତାହ ଗଜଲକ୍ଷ୍ମୀ ରାଜଯୋଗ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚିତ କରାଯାଇଛଇ । ମେ ୧୯ରୁ ବୃଷ ରାଶିରେ ଶୁକ୍ର ଗୋଚର ଆରମ୍ଭ ହୋଇଛି । ବୃଷ ରାଶିରେ ପ୍ରଥମରୁ ଗୁରୁ ଏବଂ ସୂର୍ଯ୍ୟ ବିରାଜମାନ । ଏହା…

(Video): ସାଧାରଣ ଲୋକଙ୍କ ପରି ମତଦାନ ପାଇଁ ଧାଡ଼ିରେ ଛିଡ଼ା ହେଲେ ଅନିଲ ଅମ୍ବାନୀ, ଭିଡିଓ ଭାଇରାଲ

ମୁମ୍ବାଇ: ଆଜି ଦେଶରେ ୫ମ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ମୁମ୍ବାଇରେ ମଧ୍ୟ ୬ଟି ଲୋକସଭା ଆସନ ପାଇଁ ଜାରି ରହିଛି ଭୋଟିଂ । ସାଧାରଣ ଲୋକଙ୍କ ସହ ଅନେକ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ଭୋଟ୍ ସାବ୍ୟସ୍ତ କରିଛନ୍ତି ।…

ଗୋପିଚାନ୍ଦ ଥୋଟାକୁରା ହେଲେ ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ, Blue Origin ଫ୍ଲାଇଟରେ ଭରିଲେ ଉଡ଼ାଣ

ନୂଆଦିଲ୍ଲୀ: ଭାରତୀୟ ମୂଳ ଉଦ୍ୟୋଗୀ ତଥା ପାଇଲଟ୍ ଗୋପିଚାନ୍ଦ ଥୋଟାକୁରା(Gopichand Thotakura) ବ୍ଲୁ ଅରିଜିନ୍ ନ୍ୟୁ ଶେପାର୍ଡ-୨୫ ମିଶନ ପାଇଁ ମନୋନିତ ହୋଇଥିବା ୬ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ । ସେପ୍ଟେମ୍ବର…

‘ଖତରୋଂ କେ ଖିଲାଡ଼ି ୧୪’ର ଅଫରକୁ କାହିଁକି ମନା କରିଥିଲେ ପାର୍ଥ ସାମଥନ୍, କରିଲେ ଏହି ବଡ଼ ଖୁଲାସା

ମୁମ୍ବାଇ: ଟିଭି ପରଦାରେ ଲୋକପ୍ରିୟ ରିଅଲିଟି ଷ୍ଟଣ୍ଟ ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ଆରମ୍ଭ ହେବା ପୂର୍ବରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି । ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟି ‘ଖତରୋଂ କେ ଖିଲାଡ଼ି’ ଶୋ ହୋଷ୍ଟ…

ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜନୈତିକ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲିରୁ ସହର । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଜାରି ରହିଛି କସରତ । ନିର୍ବାଚନୀ ମାହୋଲକୁ…

ଖରାଦିନେ ଶୀଘ୍ର ଖରାପ ହୋଇଯାଉଛି କି ଖାଦ୍ୟ ? ବିନା ଫ୍ରିଜରେ ବି ଖାଦ୍ୟ ରହିପାରିବ ସତେଜ, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଖରା ଦିନେ ରନ୍ଧା ଖାଦ୍ୟକୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ଏକ ପ୍ରକାର ଚ୍ୟାଲେଞ୍ଜ ଅଟେ । ଏହି ଦିନ ଖାଦ୍ୟରେ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ଶୀଘ୍ର ବୃଦ୍ଧି ପାଇବା କାରଣରୁ ଖାଦ୍ୟ ଶୀଘ୍ର ନଷ୍ଟ…

ଲାପଟପ୍ ସ୍କ୍ରିନକୁ ସଫା କରିବାରେ କରନ୍ତୁ ନାହିଁ ଅବହେଳା, ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗରେ ଘରେ ବସି ସହଜରେ ସବୁ କାମ ହୋଇଯାଉଛି । ଅଧିକାଂଶ ଲୋକଙ୍କ ଘରେ ଲାପଟପ୍ ଥିବାରୁ ୱାର୍କ ଫ୍ରମ୍ ହୋମ୍ କରିବା ଏକ ପ୍ରକାର ସୁବିଧା ହୋଇଛି । ବର୍ତ୍ତମାନ ଲାପଟପ୍ ଦୈନନ୍ଦିନ…