fbpx

ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ସତବୀରଙ୍କୁ ଚୟନ କଲା BCCI

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ପକ୍ଷରୁ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ପଦ ପାଇଁ ମାଲକାନଗିରିର ସତବୀର ସିଂ ରିୟରଙ୍କୁ ମନୋନିତ କରାଯାଇଛି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ‘ଏକ୍ସ’…

ଅଯୋଧ୍ୟାର ୮୪ କୋସ ପରିକ୍ରମା ଅଂଚଳ ହେବ ମଦମୁକ୍ତ, ନିର୍ଦ୍ଦେଶ ଜାରି କଲା ଅବକାରୀ ବିଭାଗ

ନୂଆଦିଲ୍ଲୀ: ଭଗବାନ ଶ୍ରୀ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ଶ୍ରୀ ରାମ(ରାମ ଲଲ୍ଲା)ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍ସାହିତ ଅଛନ୍ତି ସମଗ୍ର ଦେଶବାସୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ…

ଏହି ଦ୍ୱୀପରେ ରାଜ୍ କରନ୍ତି ବିଲେଇ, ମନୁଷ୍ୟ ଠାରୁ ଦ୍ୱିଗୁଣା ଏମାନଙ୍କ ସଂଖା

ଓଡ଼ିଶା ଭାସ୍କର: ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି ଯାହା ସେଠାରେ ଥିବା ବିଶେଷତ୍ୱ କାରଣରୁ ପ୍ରସିଦ୍ଧ ଅଟେ । ଏହି ପର୍ଯ୍ୟାୟରେ ଆମେ ଆପଣଙ୍କୁ ଏପରି ଦ୍ୱୀପ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଣିଷ ଅପେକ୍ଷା…

କର୍ଣ୍ଣାଟକରେ ପୁଣି ଦେଖା ଦେଇଛି ଭାଷା ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ଥରେ ଭାଷାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏନେଇ ବୁଧବାର Karnataka Rakshana Vedike(କେଆରଭି) ସଂଗଠନ ପକ୍ଷରୁ ବେଙ୍ଗାଲୁରୁରେ ହିଂସା ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀମାନେ…

ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛନ୍ତି ରଣବୀର କପୁର, ଭାଇରାଲ ହେଉଛି ଭିଡ଼ିଓ…

ମୁମ୍ବାଇ: ନିକଟରେ କ୍ରିସମାସ୍ ପର୍ବକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥିଲେ । ବି-ଟାଉନ୍ ସେଲିବ୍ରିଟିମାନେ ମଧ୍ୟ କ୍ରିସମାସ୍‌କୁ ନିଜ ନିଜ ଅନ୍ଦାଜରେ ସେଲିବ୍ରେଟ୍ କରିଥିଲେ । ଏଥିମଧ୍ୟରେ ବଲିଉଡ଼ ଅଭିନେତା ରଣବୀର…

DMDK ମୁଖ୍ୟ ବିଜୟକାନ୍ତଙ୍କ କରୋନାରେ ଦେହାନ୍ତ

ଚେନ୍ନାଇ: ଆଜି DMDK ଦଳର ସଂସ୍ଥାପକ ବିଜୟକାନ୍ତଙ୍କ ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ୭୧ ବର୍ଷୀୟ ବିଜୟକାନ୍ତ କରୋନା ପଜିଟିଭ୍ ଥିଲେ । ଚେନ୍ନାଇର MIOT ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ପିଲାମାନେ ମୋଟା ହେବା ପଛରେ କ’ଣ ରହିଛି କାରଣ ? ଏହା ଗମ୍ଭୀର ରୋଗର ଲକ୍ଷଣ ନୁହେଁ ତ !

ଓଡ଼ିଶା ଭାସ୍କର: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଅନେକ ସମସ୍ୟାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି ମେଟାବୋଲିକ୍…

ବିବାହରେ ବିଳମ୍ବ ହେଉଥିଲେ ଗୁରୁବାର କରନ୍ତୁ ଏହି ଉପାୟ…ଶୀଘ୍ର ମିଳିବ ଶୁଭ ଖବର

ଓଡ଼ିଶା ଭାସ୍କର: ବିବାହ ଏକ ପବିତ୍ର ବନ୍ଧନ । ପୁଅ ହୁଅନ୍ତୁ କିମ୍ବା ଝିଅ, ବିବାହ ବୟସ ହେଲେ ସମସ୍ତେ ମନଲାଖି ଜୀବନସାଥୀଟିଏ ପାଇଁ ଆଶାୟୀ ଥାନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ କେତେ ଜଣଙ୍କର ବିବାହ ଶୀଘ୍ର…

MPhil ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ ନାହିଁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମାଷ୍ଟର ଅଫ୍ ଫିଲୋସଫି (MPhil) ପାଠ୍ୟକ୍ରମ ବନ୍ଦ କଲା ୟୁଜିସି । MPhil ଏକ ମାନ୍ୟତାପ୍ରପ୍ତ ଡ଼ିଗ୍ରୀ ନୁହେଁ ତେଣୁ ଏପରି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବେଦନ ନ କରିବାକୁ ୟୁଜିସି ପକ୍ଷରୁ…

ଅରବାଜଙ୍କ ଦ୍ୱିତୀୟ ବିବାହ ଉପରେ ପ୍ରତିକ୍ରିୟା ରଖିଲେ ପିତା ସଲିମ ଖାନ୍

ମୁମ୍ବାଇ: ନିକଟରେ ଅରବାଜ ଖାନ୍ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଶୁରା ଖାନଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ସୀମିତ ବନ୍ଧୁ ବାନ୍ଧବ, ବଲିଉଡ଼ କଳାକାର ଏବଂ ପରିବାର ଲୋକଙ୍କ ଗହଣରେ ଧୁମଧାମରେ ହୋଇଥିଲା ଏହି…