fbpx

ଇଟାଲିରେ G7ର ୫୦ତମ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ତୃତୀୟ କାର୍ଯ୍ୟକାଳରେ ପ୍ରଥମ ବିଦେଶ ଯାତ୍ରା

ନୂଆଦିଲ୍ଲୀ: ଆଜି ଇଟାଲିରେ ୫୦ତମ G7 ନେତାଙ୍କ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଇଟାଲୀ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ…

ଅରୁଣାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ୩ୟ ଥର ପାଇଁ ଶପଥ ଗ୍ରହଣ କଲେ ପେମା ଖାଣ୍ଡୁ, ଉପ ମୁଖ୍ୟମନ୍ତ୍ରୀ ହେଲେ ଚୌନା ମୀନ୍

ଇଟାନଗର: ଗୁରୁବାର କ୍ରମାଗତ ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପେମା ଖାଣ୍ଡୁ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଚୌନା ମୀନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏହି…

ବନ୍ଦ ହୋଇଯିବ କି FASTag ! ଟୋଲ ପ୍ଲାଜାରେ ଜାମରୁ ମିଳିବ ମୁକ୍ତି, NHAIର ବଡ଼ ଘୋଷଣା

ନୂଆଦିଲ୍ଲୀ: ଟୋଲ ପ୍ଲାଜାରେ ଜାମରୁ ମୁକ୍ତି ପାଇଁ FASTag ବ୍ୟବସ୍ଥା ଆରମ୍ଭ କରିଥିଲେ NHAI । ଏହା ସତ୍ତ୍ୱେ ଟୋଲ ପ୍ଲାଜାରେ ଲମ୍ବା ଲାଇନ୍‌କୁ ନେଇ ବିଶୃଙ୍ଖଳା, ଓ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି NHAI…

ବିଜୟ ଉତ୍ସବ ପାଳନ କରୁଥିବାରୁ ବିଜେପି ସମର୍ଥଙ୍କୁ ମାଡ଼, ୫ ଗୁରୁତର

ହାଟଡିହି: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ହାଟଡିହି ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି…

ନିର୍ବାଚନ ହାରିବାର ୭ ଦିନ ପରେ ସିଙ୍ଗାପୁର ଗଲେ ରୋହିଣୀ ଆଚାର୍ଯ୍ୟ, ସାମ୍ନାକୁ ଆସିଲା କାରଣ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସୁପୁତ୍ରୀ ରୋହିଣୀ ଆଚାର୍ଯ୍ୟ ବିହାରର ସାରଣ ସିଟରୁ ନିର୍ବାଚନ ହାରିବା ପରେ ବୁଧବାର ସିଙ୍ଗାପୁର ଗସ୍ତ କରିଛନ୍ତି । ତେବେ ୧୦-୧୫ ଦିନ ମଧ୍ୟରେ ସିଙ୍ଗାପୁରରୁ ଫେରି ଆସିବେ ଏବଂ…

ଚଳନ୍ତା ବସରେ ମହିଳାଙ୍କୁ ଆସିଲା ବାନ୍ତି, ଝରକା ବାହାରକୁ ମୁଣ୍ଡ ବାହାର କଲା ପରେ…

ପାଟନା: ବିହାର ସ୍ଥିତ ଗୟା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ବସରେ ଝରକା ବାହାରକୁ ମୁଣ୍ଡ ବାହାର କରି ବାନ୍ତି କରିବା ହେଲା କାଳ । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଲାଇଫ୍ ଆଉଟ୍ ଅଫ୍ କଣ୍ଟ୍ରୋଲ ରହୁଛି କି ? ନିରାଶ ହୁଅନ୍ତୁ ନାହିଁ ଷ୍ଟ୍ରେସ୍ ନେବା ପୂର୍ବରୁ ଫଲୋ କରନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: କେବେ ଅନୁଭବ କରିଛନ୍ତି କି ଜୀବନ ଉପରୁ ଆପଣ ନିୟନ୍ତ୍ରଣ ହରାଉଛନ୍ତି ? ଯଦି ହଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ । ପ୍ରାୟ ସମସ୍ତଙ୍କ ଜୀବନରେ ଏପରି ଏକ ସମୟ ଆସେ ଯେବେ ସେମାନେ ଅନୁଭବ କରିଥାନ୍ତି…

Google ବନ୍ଦ କରୁଛି ଏହି ବିଶେଷ ସେବା, ଡିସେମ୍ବର ୧ ସୁଦ୍ଧା ଶେଷ କରନ୍ତୁ ଏହି କାର୍ଯ୍ୟ ନଚେତ ଭୋଗିବେ ଅସୁବିଧା

ନୂଆଦିଲ୍ଲୀ: ଖୁବ ଶୀଘ୍ର ଗୁଗୁଲ ନିଜର ଏକ ସର୍ଭିସରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଏଥିପାଇଁ ୟୁଜର୍ସଙ୍କୁ ଡିସେମ୍ବର ୧ ସୁଦ୍ଧା ନିଜ ଡାଟା ଡାଉନ୍‌ଲୋଡ୍ କରିବା ପାଇଁ ଡେଡଲାଇନ୍ ଦେଇଛି । ତେବେ ଏହି ପରିବର୍ତ୍ତନ…

ଅନେକ ଥର ସଫା କରିବା ପରେ ଫେଡ୍ ହୋଇଯାଉଛି କି ଜିନ୍ସର ରଂଗ ? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଜିନ୍ସ ଏକ ଫ୍ୟାଶନ୍ ଭାବେ ଉଭା ହୋଇଛି । ଜିନ୍ସ କୁଲ୍ ଲୁକ୍ ଦେବା ସହ ଅରାମଦାୟକ ହୋଇଥିବାରୁ ଅଧିକାଂଶ କର୍ମଜୀବି ଏହାକୁ ପରିଧାନ କରିବାକୁ ପସନ୍ଦ କରିଥାନ୍ତି । ବେଳେ…

ସୋସିଆଲ ମିଡିଆ ପ୍ରୋଫାଇଲ ବଦଳାଇଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସୋସିଆଲ ମିଡିଆ ପ୍ରେଫାଇଲ ବଦଳିଛି । ଏକ୍ମ, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପ୍ରୋଫାଇଲର ଷ୍ଟାଟସ୍ ବଦଳାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ…