fbpx
BSKY
BJD YOUTH SKY
BJD MS SKY

ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଚନ ଦାଶ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜେପିରେ ସାମିଲ ହେଲେ…

ବନ୍ଧୁତା କରିବା ପାଇଁ ପଛଘୁଞ୍ଚା ଦେଉଛି କି ଆପଣଙ୍କ ପିଲା ? ମାତା ପିତା ଏଭଳି କରନ୍ତୁ ସାହାଯ୍ୟ

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବି ହୋଇଥିବାରୁ ଏକକ ପରିବାରର ଚଳଣି ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ମାତା ପିତା ପିଲାଙ୍କୁ ଅଧିକ ସମୟ ଦେଇପାରନ୍ତି ନାହିଁ । ପିଲାଟି ସ୍କୁଲରୁ ଫେରିଲା…

କାଲି ପଞ୍ଚମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେଉଁ ସହରରେ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ସୋମବାର ୫ମ ପର୍ଯ୍ୟାୟ ମତଦାନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁରୁଖୁରୁରେ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ଅଧିକାରୀ…

ଥାଇଲ୍ୟାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍‌: ଫାଇନାଲରେ ସାତ୍ୱିକ୍‌- ଚିରାଗ, ସେମିଫାଇନାଲରୁ ବିଦାୟ ନେଲେ ଅଶ୍ୱିନୀ-ତନିଷା

ବ୍ୟାଙ୍ଗକକ୍‌: ଭାରତର ଅଗ୍ରଣୀ ପୁରୁଷ ଡବଲ୍ସ(ବ୍ୟାଡମିଣ୍ଟନ୍‌) ଯୋଡ଼ି ଫାଇନାଲରେ ସାତ୍ୱିକ-ଚିରାଗ ଥାଇଲ୍ୟାଣ୍ଡ ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ଏହି ଯୋଡ଼ି…

ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ଟିକେଟ ନ ମିଳିବା ନେଇ ଥିଲେ ଅସନ୍ତୁଷ୍ଟ

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର ଦାଶ । ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ…

କାହିଁକି ମହିଳାମାନେ ବନ୍ଧ୍ୟାଦୋଷର ଶିକାର ହୁଅନ୍ତି ? ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ନାରୀକୁ ପୂର୍ଣ୍ଣତାର ଅନୁଭବ କରାଇଥାଏ ମାତୃତ୍ୱ । ମାଆ ହେବା ଅନୁଭୂତି ସତରେ ନିଆରା । ଏହା ନାରୀକୁ ଏକ ନୂତନ ପରିଚୟ ଦେଇଥାଏ । ଆଜିକାଲି ଦୁନିଆରେ ନିଃସନ୍ତାନ ଦମ୍ପତ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବା ଏକ…

ବିଜେଡି ନେତ୍ରୀଙ୍କ ଘରେ ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ବେଆଇନ୍ ଅର୍ଥ କାରବାରରେ ସଂପୃକ୍ତି ଥିବା ଅଭିଯୋଗ

ସୁନ୍ଦରଗଡ଼: ରାଜଗାଙ୍ଗପୁର ପୌରପାଳିକା ୱାର୍ଡ଼ ନମ୍ବର-୯ରେ ବିଜେଡି ନେତ୍ରୀଙ୍କ ଘରେ ଫ୍ଲାଇଂ ସ୍କ୍ୱାଡ୍ ଚଢ଼ାଉ କରିଛି । ବିଜେଡି ନେତ୍ରୀ ସୁଭଦ୍ରା ଷଡ଼ଙ୍ଗୀଙ୍କ ବାସଭବନରେ ରେଡ୍ କରିଛି ଫ୍ଲାଇଂ ସ୍କ୍ୱାଡ୍ । ନିର୍ବାଚନ…

ଛତ୍ରପୁର ବଡ଼ ଷ୍ଟେସନ୍ ନିକଟରେ ଅଘଟଣ, ଲାଇନଚ୍ୟୁତ୍ ହେଲା ମାଲବାହୀ ଟ୍ରେନ୍

ଛତ୍ରପୁର: ଛତ୍ରପୁର ବଡ଼ ଷ୍ଟେସନ୍ ନିକଟରେ ଲାଇନଚ୍ୟୁତ୍ ହେଲା ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ୍ ହୋଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ପୁରୁଷଙ୍କୁ ଆକର୍ଷିତ କରିଥାନ୍ତି ଏଭଳି ମହିଳା, ମନେ ମନେ ଜୀବନସାଥୀ କରିବା ପାଇଁ ନେଇଥାନ୍ତି ନିଷ୍ପତ୍ତି

ଓଡ଼ିଶା ଭାସ୍କର: ପ୍ରଥମ ଦେଖାରେ କ’ଣ ଭଲପାଇବା ସମ୍ଭବ ? ଅନେକ ଥର ଏହି ପ୍ରଶ୍ନ ମନରେ ଆସିଥାଏ । ଏହାର ଉତ୍ତର ହେଉଛି ‘ହଁ’ । ପୁରୁଷ ହେଉ କିମ୍ବା ମହିଳା ଜଣେ ଅନ୍ୟ ପ୍ରତି ଆକର୍ଷିତ ହେବାର ଅନେକ କାରଣ ରହିଛି ।…

ପୁଣି ଫେରିବ କି ମାସ୍କ ! ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂତନ ଲହର, ୨୫ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା

ସିଙ୍ଗାପୁର: ଦେଶରେ କରୋନା ମହାମାରୀକୁ ନେଇ ଲୋକେ ଟିକିଏ ଆଶ୍ୱସ୍ତ ଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି । କରୋନା ସଂକ୍ରମଣକୁ ନେଇ ସିଙ୍ଗାପୁରରୁ ବଡ଼ ଖବର ସାମ୍ନାକୁ ଆସିଛି । ସିଙ୍ଗାପୁରରେ କୋଭିଡ…