fbpx

ବିଜେଡି ନେତ୍ରୀଙ୍କ ଘରେ ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ବେଆଇନ୍ ଅର୍ଥ କାରବାରରେ ସଂପୃକ୍ତି ଥିବା ଅଭିଯୋଗ

Advertisement

ସୁନ୍ଦରଗଡ଼: ରାଜଗାଙ୍ଗପୁର ପୌରପାଳିକା ୱାର୍ଡ଼ ନମ୍ବର-୯ରେ ବିଜେଡି ନେତ୍ରୀଙ୍କ ଘରେ ଫ୍ଲାଇଂ ସ୍କ୍ୱାଡ୍ ଚଢ଼ାଉ କରିଛି । ବିଜେଡି ନେତ୍ରୀ ସୁଭଦ୍ରା ଷଡ଼ଙ୍ଗୀଙ୍କ ବାସଭବନରେ ରେଡ୍ କରିଛି ଫ୍ଲାଇଂ ସ୍କ୍ୱାଡ୍ । ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ କ୍ରମେ ଫ୍ଲାଇଂ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇଥିବା ପ୍ରକାଶ । ବେଆଇନ୍ ଅର୍ଥ କାରବାର ସହ ଜଡ଼ିତ ଥିବା ଅଭିଯୋଗ ପରେ ବିଜେଡି ନେତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.