fbpx

ଘୋଷଣା ହେଲା ଏକଲବ୍ୟ ପୁରସ୍କାର: ପ୍ରତ୍ୟାଶା, ତନ୍ୱୀ ଏବଂ ଜୟରାମଙ୍କୁ ମିଳିବ ଏହି ସମ୍ମାନ

ଭୁବନେଶ୍ୱର: ୨୦୨୪ ମସିହା ପାଇଁ ୩୨ତମ ଏକଲବ୍ୟ ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ପ୍ରତ୍ୟାଶା ରାୟଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଅନ୍ତର୍ଜାତୀୟ ସନତରଣକାରୀ ପ୍ରତ୍ୟାଶା ରାୟଙ୍କୁ ଚଳିତବର୍ଷର ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ । ଏକଲବ୍ୟ ପୁରସ୍କାର ସ୍ୱରୂପ ୭ ଲକ୍ଷଟଙ୍କା ଏବଂ ମାନପତ୍ରରେ ପ୍ରତ୍ୟାଶାଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା ହୋଇଛି । ତେବେ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମଙ୍କୁ ଏହି ପୁରସ୍କାରର ଉପବିଜେତା ଭାବରେ ଚୟନ କରାଯାଇଛି । ସେହିପରି ବ୍ୟାଡମିଣ୍ଟନ ଷ୍ଟାର ତନ୍ୱୀ ପତ୍ରୀ ମଧ୍ୟ ଉପବିଜେତା ଭାବରେ ରହିଛନ୍ତି । ଉଭୟ କେଳାଳିଙ୍କୁ ୧.୫ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ ।

Get real time updates directly on you device, subscribe now.