fbpx

Breaking; ମହାଷ୍ଟମୀରେ ରାଜ୍ୟ ସରକାରଙ୍କ ବଡ ଘୋଷଣା, ଛାଡ ହେଲା ପେଣ୍ଡାଲ ରେଣ୍ଟ

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରା ରାଜ୍ୟ । ପବିତ୍ର ଅଷ୍ଟମୀ ଉପଲକ୍ଷେ ବଡ ଘୋଷଣା କଲେ ରାଜ୍ୟ ସରକାର । ଛାଡ ହେଲା ମଣ୍ଡପ ଭଡା । ଭୁବନେଶ୍ୱର ସହିତ ସାରା ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ପାଇଁ ଭଡା ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଶାରଦୀୟ ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.