ମାସିକ ୩୦୦ ଟଙ୍କା ନିବେଶ କଲେ ପାଇବେ ୧୭ ଲକ୍ଷ ଟଙ୍କାର ରିଟର୍ଣ୍ଣ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପୋଷ୍ଟ ଅଫିସ Recurring Deposit ଯୋଜନା ଜବରଦସ୍ତ ଯୋଜନା ଅଟେ, ଯାହା ଦ୍ୱାରା ଆପଣ ପ୍ରତି ମାସରେ ଏକ ନିଶ୍ଚିତ ରାଶିର ନିବେଶ କରିବେ ଏବଂ ପରିପକ୍ୱତା ପୂର୍ଣ୍ଣ ହେବା ପରେ ଆପଣଙ୍କୁ ଏକ ବଡ଼ ଆମାଉଣ୍ଟ ପ୍ରାପ୍ତ ହେବ। ଏହି ଯୋଜନା ଲୋକଙ୍କ ପାଇଁ ଭଲ ପ୍ରମାଣିତ ହୋଇପାରେ, ଯେଉଁମାନେ ନିୟମିତ ଭାବେ ଛୋଟ ରାଶିର ନିବେଶ କରିବାକୁ ଚାହୁଁଛନ୍ତି।

ଅଫିସ Recurring Deposit ସ୍କିମର ଅବଧି ୫ ବର୍ଷ ହୋଇଥାଏ। ବର୍ତ୍ତମାନ ସମୟରେ ଏହି ଯୋଜନାରେ ଆପଣଙ୍କୁ ୫.୮ ପ୍ରତିଶତ ବାର୍ଷିକ ସୁଧ ଦର ଅଫର କରାଯାଉଛି ଏବଂ ଆପଣ କେବଳ ଭଲ ରିଟର୍ଣ୍ଣ ଦେଖିବାକୁ ମିଳିଥାଏ। ଏହା ସରକାରଙ୍କ ଦ୍ୱାରା ସଂଚାଳନ କରାଯାଇଥାଏ, ଯେଉଁଠାରେ ଆପଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ।

ଯଦି ଆପଣ ଭାବୁଛନ୍ତି ଯେ, ଆମେ ମାସିକ ୩୦୦ ଟଙ୍କା ନିବେଶ କରି ୧୭ ଲକ୍ଷ ଟଙ୍କାର ରିଟର୍ଣ୍ଣ କିପରି ପ୍ରାପ୍ତ କରିପାରିବା ତେବେ ଆପଣ ଦୀର୍ଘକାଳୀନ ନିବେଶ ଆପନଙ୍କୁ ବଡ଼ ରାଶି ପ୍ରାପ୍ତ କରିବାରେ ସହାୟତା କରିଥାଏ। ଏଠାରେ ଆପଣଙ୍କୁ କମ୍ପାଉଣ୍ଡ ଇଣ୍ଟରେଷ୍ଟ ରେଟର ଲାଭ ମଧ୍ୟ ମିଳିବାକୁ ଯାଉଛି।

ମାସିକ ନିବେଶ-୩୦୦ ଟଙ୍କା
ବାର୍ଷିକ ନିବେଶ-୩୦୦*୧୨= ୩୬୦୦
ସମୁଦାୟ ନିବେଶ- ୧,୨୬,୦୦୦
ସୁଧ ଦର- ବାର୍ଷିକ୧୨%( କମ୍ପାଉଣ୍ଡିଙ୍ଗ ବାର୍ଷିକ)

ଏହି ପ୍ରକାର ଯଦି ଆପଣ ନିଜ ନିବେଶର ଅବଧିକୁ ୩୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩୦୦ ଟଙ୍କାର ରାଶି ସହ ଜାରି ରଖୁଛନ୍ତି ତେବେ ଆପଣଙ୍କୁ ମ୍ୟାଚୁରିଟି ପୂର୍ଣ୍ଣ ହେବାରେ ୧୭ ଲକ୍ଷ ଟଙ୍କାର ରିଟର୍ଣ୍ଣ ପ୍ରାପ୍ତ ହେବ।

Get real time updates directly on you device, subscribe now.