ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଘର ଭିତରୁ ବିଲଡର୍ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଚନ୍ଦ୍ରଶେଖରପୁର ଥାନା ବିଡିଏ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର କରାଯାଇଛି।
ସେପଟେ ମାନସିକ ଅଶାନ୍ତିରୁ ଝୁଲି ପଡ଼ିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ। ମୃତଦେହ ଜବତ କରି ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।