• Likes
  • Followers
  • Subscribers
  • Followers
  • Android App
  • Sunday, August 3, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Breaking: ଆଜି ଖାତାକୁ ଆସିବ ୫୦୦୦ ଟଙ୍କା

Breaking: ଆଜି ଖାତାକୁ ଆସିବ ୫୦୦୦ ଟଙ୍କା

ଆଜି ଆସିବ ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ୫୦୦୦ ଟଙ୍କା। ୧ କୋଟି ୬୪ ହଜାର ମହିଳା ପାଇବେ ଦ୍ୱିତୀୟ କିସ୍ତି।

By Subhasmita Das On Mar 8, 2025 at 8:06 AM
Share

ଭୁବନେଶ୍ୱର: ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। କୋଟିଏ ୬୪ ହଜାର ମହିଳାଙ୍କୁ ଆଜି ଏକାଥରେ ସରକାର ଦେବେ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଆନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପାଇବେ ଦ୍ୱିତୀୟ ପର୍ଯ୍ୟାୟର ୫ ହଜାର ଲେଖାଏଁ ଟଙ୍କା।

ଆକାଉଣ୍ଟକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା। ଏବେସୁଦ୍ଧା ଯେତେ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଛନ୍ତି। ସେ ସମସ୍ତଙ୍କୁ ଆଜି ଆଉ ଥରେ ଦ୍ୱିତୀୟ କିସ୍ତିରେ ୫ ହଜାର ଲେଖାଏଁ ଦେବେ ରାଜ୍ୟ ସରକାର। କହିବାକୁ ଗଲେ ମାର୍ଚ୍ଚ ୬ ତାରିଖ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପାଇଥିବା ମହିଳା ଆଜି ବି ଆଉ ପାଞ୍ଚ ହଜାର ଟଙ୍କା ପାଇବେ।

ତେବେ ଏବେସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର। ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ଥିବା ବେଳେ, ଏହି ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣମିରେ ଏକାଥରେ ୧୫ ହଜାର ଟଙ୍କା ମିଳିବ।

ଆହୁରି ପଢନ୍ତୁ

ଘଟଣା ଜାଣିଲେ ଛାତି ଥରି…

ଭାରତୀୟ ବଂଶୋଦ୍ଭବ ମଥୁରା ଶ୍ରୀଧରନ ହେଲେ…

Share

Prev Post

ଗରମରେ ଡହଳବିକଳ ଓଡ଼ିଶାବାସୀ! ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

Next Post

Breaking: ନିଆଁର ଆଁରେ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

You might also like More from author
Breaking News

ଘଟଣା ଜାଣିଲେ ଛାତି ଥରି ଉଠିବ…ତନ୍ତ୍ର-ମନ୍ତ୍ର କରି ନିର୍ମମ ହତ୍ୟା, ଗୁପ୍ତାଙ୍ଗ କାଟି…

Featured

ଭାରତୀୟ ବଂଶୋଦ୍ଭବ ମଥୁରା ଶ୍ରୀଧରନ ହେଲେ ଆମେରିକାର ଓହାଇଓର ସଲିସିଟର ଜେନେରାଲ, ବିନ୍ଦି ପିନ୍ଧିବାକୁ…

Top Stories

୯ମ ଶ୍ରେଣୀ ଝିଅ ସହିତ ମିଶି ବ୍ୟବସାୟୀ ସ୍ୱାମୀର ହତ୍ୟା, କଟା କାନ ଖୋଲିଦେଲା ସ୍ତ୍ରୀର ଚୋରାପିରତି

Breaking News

ମୁଁ ଆଗାମୀ 5 ବର୍ଷ ପାଇଁ ଖେଳିବି, କିନ୍ତୁ… IPLରୁ ଅବସର ନେଇ ମହେନ୍ଦ୍ର ସିଂହ ଧୋନି କଲେ ବଡ଼…

Breaking News

ଆନ୍ଧ୍ର ପଥର ଖଣିରେ ବିସ୍ଫୋରଣ: ଓଡ଼ିଶାର ୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ

Breaking News

ଅବହେଳାର ସୀମା ପାର୍…ପ୍ରଥମେ 84 ପିଲାଙ୍କୁ କୁକୁର ଅଇଁଠା ଖୁଆଇଲେ, ପରେ 78ଜଣଙ୍କୁ ଆଣ୍ଟି…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଘଟଣା ଜାଣିଲେ ଛାତି ଥରି…

ବଏଫ୍ରେଣ୍ଡକୁ ହତ୍ୟା କରି ୭ ଲକ୍ଷ ଟଙ୍କା ନେଇ…

ଲିଫ୍ଟ ଦେବା ବାହାନାରେ ଜଙ୍ଗଲକୁ ଟେକିନେଲେ,…

ଭାରତୀୟ ବଂଶୋଦ୍ଭବ ମଥୁରା ଶ୍ରୀଧରନ ହେଲେ…

୯ମ ଶ୍ରେଣୀ ଝିଅ ସହିତ ମିଶି ବ୍ୟବସାୟୀ ସ୍ୱାମୀର…

ମିଛ ପ୍ରେମରେ ଫସାଇ ସମ୍ପର୍କ ରଖିଲା, ଭିଡ଼ିଓ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଘଟଣା ଜାଣିଲେ ଛାତି ଥରି…

ଭାରତୀୟ ବଂଶୋଦ୍ଭବ ମଥୁରା ଶ୍ରୀଧରନ ହେଲେ…

୯ମ ଶ୍ରେଣୀ ଝିଅ ସହିତ ମିଶି ବ୍ୟବସାୟୀ ସ୍ୱାମୀର…

ମୁଁ ଆଗାମୀ 5 ବର୍ଷ ପାଇଁ ଖେଳିବି, କିନ୍ତୁ……

Prev Next 1 of 22,487
© 2025 - TK Digital All Rights Reserved.