Breaking: ୯ ମାସ ହେବ ମହାକାଶରେ ଫସି ରହିଛନ୍ତି ସୁନୀତା, ଖୁବଶୀଘ୍ର ଫେରିବେ ସୁନୀତା
ମହାକାଶରୁ ଫେରିବେ ସୁନୀତା ଓ୍ୱିଲିୟମ୍ସ। ସୁନୀତାଙ୍କୁ ଫେରାଇ ଆଣିବାକୁ ସ୍ପେସଏକ୍ସ ଓ ନାସାର ଅଭିଯାନ ଆରମ୍ଭ।
ନୂଆଦିଲ୍ଲୀ: ଖୁବଶୀଘ୍ର ପୃଥିବୀକୁ ଫେରିବେ ସୁନୀତା ଓ୍ୱିଲିୟମ୍ସ। ପାଖାପାଖି ୯ ମାସ ହେବ ମହାକାଶରେ ଫସି ରହିଛନ୍ତି ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ। କେବଳ ସେ ଏକା ନୁହଁନ୍ତି ତାଙ୍କ ସହ ବୁଚ୍ ଓ୍ୱିଲ୍ମୋର ମଧ୍ୟ ମହାକାଶରେ ଫସି ରହିଛନ୍ତି।
ତେଣୁ ଏହି ଦୁଇ ଜଣଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୁନୀତାଙ୍କୁ ଫେରାଇ ଆଣିବାକୁ ସ୍ପେସଏକ୍ସ ଓ ନାସାର ଅଭିଯାନ ଆରମ୍ଭ ହୋଇଛି। ଖୁବଶୀଘ୍ର ମହାକାଶରୁ ଫେରିବେ ସୁନୀତା ଓ୍ୱିଲିୟମ୍ସ।
ଉଭୟଙ୍କୁ ଫେରାଇ ଆଣିବାକୁ ଫାଲକନ-୯ ଲଞ୍ଚ କଲା ନାସା। ISSରୁ କ୍ରୁ-୧୦ ମିଶୱ ଲଞ୍ଚ କଲା ସ୍ପେଶ୍-ଏକ୍ସ। ଫାଲକନ ୯ ରକେଟ୍ ଜରିଆରେ ଉତକ୍ଷେପଣ ହୋଇଛି। ଏବଂ ଉତକ୍ଷେପଣ ମଧ୍ୟ ସଫଳ ଥିବା ନାସା ପକ୍ଷରୁ ସୂଚନା ମିଳିଛି।