ବାଲେଶ୍ୱର,୨୩/୭(ଓଡିଶା ଭାସ୍କର): ବାଲେଶ୍ଵର ଗୋପାଳପୁର ନିକଟରୁ ୮ଟି ଗୋରୁ ବୋଝେଇ ପିକ୍ଅପ୍ ଜବତ ହୋଇଛି । ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ବେଳେ ଜବତ କରିଛି ଖନ୍ତାପଡ଼ା ପୋଲିସ । ୮ଟି ଗାଡ଼ିରେ ଅଛନ୍ତି ୭୮ରୁ ଅଧିକ ଗୋରୁ ଜବତ ହୋଇଛନ୍ତି। ଏହା ସହ ୮ଟି ଗାଡ଼ିର ଡ୍ରାଇଭର ସମେତ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ।
Get real time updates directly on you device, subscribe now.
Next Post