BREAKING: ପହଲଗାମରେ ଆତଙ୍କୀ ଆକ୍ରମଣ, ହେଲ୍ଫ ଲାଇନ୍ ନମ୍ବର ଜାରି

ହେଲ୍ଫ ଲାଇନ୍ ନମ୍ବର ଜାରି କଲା ଅନନ୍ତନାଗ ପୋଲିସ୍‌। ହେଲଫ ଲାଇନ୍ ନମ୍ବର ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦

ଜମ୍ମୁକଶ୍ମୀର: ଜମ୍ମୁ କଶ୍ମୀର ପହଲଗ୍ରାମରେ ଆତଙ୍କୀ ଆକ୍ରମଣ ଘଟଣା। ହେଲ୍ଫ ଲାଇନ୍ ନମ୍ବର ଜାରି କଲା ଅନନ୍ତନାଗ ପୋଲିସ୍‌। ହେଲଫ ଲାଇନ୍ ନମ୍ବର ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦

ଯଦି କେହି ସମ୍ପର୍କୀୟଙ୍କ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନନ୍ତନାଗ ପୋଲିସ ପକ୍ଷରୁ କୁହାଯାଇଛି।