• Likes
  • Followers
  • Subscribers
  • Followers
  • Android App
  • Tuesday, August 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ଖବର
  • “ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ”, ଓଡ଼ିଶା ପୋଲିସ

“ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ”, ଓଡ଼ିଶା ପୋଲିସ

'ଏକ୍ସ' ଯୋଗେ ସତର୍କ କଲା ଓଡ଼ିଶା ପୋଲିସ।

By Subhasmita Das On Jun 3, 2025 at 2:10 PM
Share

ଭୁବନେଶ୍ୱର:  ଓଡ଼ିଶା ପୋଲିସର ସୂଚନା, ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।

କାରଣ ଆଜିକା ଦିନରେ ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି। ଆଉ ସେହି ମଧ୍ୟରୁ ଡିଜିଟାଲ୍ ଆରେଷ୍ଟ ଫଣ୍ଡା ଆପଣାଇ ଲୋକମାନଙ୍କୁ ହଇରାଣ କରୁଛନ୍ତି ସାଇବର ଅପରାଧି।

ନ୍ୟାୟିକ ଅଧିକାରୀ, ପୋଲିସ, CBI, କଷ୍ଟମ୍ସ ଅଧିକାରୀ କହି ଲୋକଙ୍କୁ ଠକୁଛନ୍ତି। ତେଣୁ ଏପରି ଠକେଇ ପାଖରୁ ଦୂରେଇ ରହିବା ପାଇଁ ସତର୍କ କରାଯାଇଛି। ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇବାକୁ କୁହାଯାଇଛି।

 

ଆହୁରି ପଢନ୍ତୁ

ଚକିତ କରିବ ପୀଡିତାଙ୍କ କାହାଣୀ…ବିବାହର…

କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା…

Share

Prev Post

ଫୁଲ ନୁହେଁ, ବାଇଗଣ, ଟମାଟୋରେ ସଜା ହେଲା ବରର କାର

Next Post

‘ଆପଣ କମଲ ହାସନ ନା ଆଉ କିଏ..’, କନ୍ନଡ଼ ଭାଷା ବିବାଦ ପାଇଁ ଅଭିନେତାଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

You might also like More from author
Top Stories

ଚକିତ କରିବ ପୀଡିତାଙ୍କ କାହାଣୀ…ବିବାହର ପ୍ରଲୋଭନରେ ଫସାଇ ବେଶ୍ୟାବୃତ୍ତିରେ ବାଧ୍ୟ କଲା,…

Breaking News

କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା ଥାଳିରେ ଭୁଲ୍‌ରେ ବି ନିଅନ୍ତୁନି ଏହି ଜିନିଷ

Top Stories

ରାତିରେ ପାଟି ଖୋଲି ଶୋଉଥିଲେ ସାବଧାନ! ଏହି ରୋଗର ହୋଇପାରେ ଲକ୍ଷଣ

Top Stories

୧୦ ହଜାର ଟଙ୍କା ନିବେଶ କଲେ ପାଇବେ ୫୦ ଲକ୍ଷର ପାଣ୍ଠି, ଏଠାରେ କରନ୍ତୁ ଇନଭେଷ୍ଟ

Breaking News

ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହଷ୍ଟେଲରେ ଝୁଲି ପଡ଼ିଲେ ଛାତ୍ରୀ!

Top Stories

(ଭାଇରାଲ ଭିଡିଓ) ମଉକାରେ ଚଉକା… ଟ୍ରେନର ଦ୍ୱାର ପାଖରେ ବସି ଶୋଇପଡିଥିଲେ ଯୁବତୀ, ସୁଯୋଗ ଦେଖି…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଚକିତ କରିବ ପୀଡିତାଙ୍କ କାହାଣୀ…ବିବାହର…

କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା…

ଅଭିନୟ ଦୁନିଆରୁ ଭାଙ୍ଗିଲେ ମୋହ, ସନ୍ନ୍ୟାସୀ…

ରାତିରେ ପାଟି ଖୋଲି ଶୋଉଥିଲେ ସାବଧାନ! ଏହି…

ଗୌତମ ଆଦାନୀଙ୍କର ଗୋଟିଏ ଦିନରେ…

୧୦ ହଜାର ଟଙ୍କା ନିବେଶ କଲେ ପାଇବେ ୫୦ ଲକ୍ଷର…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଚକିତ କରିବ ପୀଡିତାଙ୍କ କାହାଣୀ…ବିବାହର…

କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା…

ରାତିରେ ପାଟି ଖୋଲି ଶୋଉଥିଲେ ସାବଧାନ! ଏହି…

୧୦ ହଜାର ଟଙ୍କା ନିବେଶ କଲେ ପାଇବେ ୫୦ ଲକ୍ଷର…

Prev Next 1 of 12,328
© 2025 - TK Digital All Rights Reserved.