ଏଣିକି ମଣିଷ ନୁହେଁ ପାଣିପାଗ ବାବଦରେ ପୂର୍ବାନୁମାନ କରିବ AI

ସୂଚନା ଦେଲେ IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। 

ଭୁବନେଶ୍ୱର: କହିବାକୁ ଗଲେ ଏବେ ହେଉଛି AI ଯୁଗ। ଲୋକଙ୍କ କାମକୁ ଏବେ ସହଜ କରିଦେଇଛି AI। ବିନା କିଛି ପରିଶ୍ରମରେ କାମ ହେଇଯାଉଛି। ତେଣୁ ଏବେ ପାଣିପାଗ ସମ୍ୱନ୍ଧୀୟ ସୂଚନା ପାଇଁ ମଧ୍ୟ AI ର ପ୍ରୟୋଗ କରାଯିବା ନେଇ ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଏଣିକି ମଣିଷ ନୁହେଁ ପାଣିପାଗ ବାବଦରେ ପୂର୍ବାନୁମାନ କରିବ AI। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ। ଏବେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ଅଛି।