ରାୟଗଡା: 20 ଫୁଟ ତଳକୁ ଖସିଲା ଟ୍ରକ। ରାୟଗଡାର ଚାନ୍ଦିଲି ଥାନା ମୁକୁନ୍ଦପୁର ଘାଟିରେ ଘଟିଯାଇଛି ଏହି ବଡ ଧରଣର ଦୁର୍ଘଟଣା। ଏହି ଘାଟିରେ ବସ ନିଜର ଭାରସାମ୍ୟ ହରାଇ 20 ଫୁଟ ତଳକୁ ଖସିଯାଇଛି।
ଯେଉଁଥିରେ ଡ୍ରାଇଭର ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।