ମନ୍ତ୍ରୀଙ୍କ ପ୍ରତିକ୍ରିୟା; 30 ସୁଦ୍ଧା ସବୁ ଧାନ ଉଠାଇବୁ

ଓଡିଶାଭାସ୍କର: ଖରିଫ ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ରବିରେ ୭୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲୁ। ଖରିଫରେ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବୁ।

ଆମ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ଟୋକନ୍ ଲାପ୍ସ ନ ହେଉ। ବର୍ଷା ହେଲେ ଧାନ ଉଠାଇ ପାରିବୁ ନାହିଁ। ତେଣୁ ଜୁନ ୩୦ ସୁଦ୍ଧା ସବୁ ଧାନ ଉଠାଇ ଦେବୁ। ତା ଛଡା ଧାନ କିଣା ମଧ୍ୟ ଏବେ ଜୋରସୋରରେ ଚାଲିଛି ।