fbpx

ଦେଶର ନୂଆ ସିଏଜି ହେଲେ ଗିରିଶ ଚନ୍ଦ୍ର ମୁର୍ମୁ ।

ନୂଆଦିଲ୍ଲୀ,୬/୮: ଓଡ଼ିଆ IAS ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG। ଗିରୀଶଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ଗତକାଲି J&Kର ଉପରାଜ୍ୟପାଳ ପଦରୁ ଗିରୀଶ ଇସ୍ତଫା ଦେଇଥିଲେ। ଗିରୀଶଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ରହିଛି। ଏନେଇ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.