BREAKING: ସମ୍ପତ୍ତି ଲୋଭରେ ଅନ୍ଧ, ଦିବ୍ୟାଙ୍ଗ ପୁଅକୁ ପିଟିପିଟି ରକ୍ତାକ୍ତ କଲେ ବାପା-ମା’

ଏନେଇ ଥାନାରେ ଅଭିଯୋଗ ପରେ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି।

ବାଲେଶ୍ୱର: ସମ୍ପତ୍ତି ଲୋଭ କଲା ବାଇଆ। ଦିବ୍ୟାଙ୍ଗ ପୁଅକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ ସାବତ ମା’, ବାପା।

ନୀଳଗିରି ଶ୍ୟାମସୁନ୍ଦରପୁର ମହାଳିକା ସାହିରେ ଅମଣିଷ ପାଲଟିଲେ ସାବତ ମା’, ବାପା।

ସମ୍ପତ୍ତି ଲୋଭରେ ଦିବ୍ୟାଙ୍ଗ ପୁଅକୁ ମାଡ଼ ମାରି ରକ୍ତାକ୍ତ କରାଯାଇଛି।

ଏନେଇ ଥାନାରେ ଅଭିଯୋଗ ପରେ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି।