ଯୁକ୍ତ ୨ ପାଠ୍ୟକ୍ରମରେ ହେଲା ପରିବର୍ତ୍ତନ, ENG-MILରେ ରହିବ ପରିବେଶ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା ବିଷୟ
୨୦୨୬ ବାର୍ଷିକ ପରୀକ୍ଷାରେ ଆସିବ ଏହି ବିଷୟରୁ ପ୍ରଶ୍ନ।
ଭୁବନେଶ୍ୱର: +୨ ପାଠ୍ୟକ୍ରମରେ ହେଲା ପରିବର୍ତ୍ତନ। ଏଣିକି ବାଧ୍ୟତାମୂଳକ ବହିରେ ରହିବ ପରିବେଶ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା ବିଷୟ। ଆସନ୍ତା ଶିକ୍ଷା ବର୍ଷରୁ ପାଠ୍ୟକ୍ରମରେ ହେବ ସାମିଲ।
ଯୁକ୍ତ ୨ ପାଠ୍ୟକ୍ରମରେ ହେଲା ସାମାନ୍ୟ ପରିବର୍ତ୍ତନ। ବାଧ୍ୟତାମୂଳକ ଇଂରାଜୀରେ ରହିବ ପରିବେଶ ଶିକ୍ଷା ବିଷୟ। ଏବଂ MILରେ ରହିବ ମୂଲ୍ୟବୋଧ ଶିକ୍ଷା। ୨୦୨୬ ବାର୍ଷିକ ପରୀକ୍ଷାରେ ଆସିବ ଏହି ବିଷୟରୁ ପ୍ରଶ୍ନ।